ଧର୍ମଗଡ ଠାରେ ବିଜେଡିର ପ୍ରତିଷ୍ଠା ଦିବସ ( Visual News)

ଧର୍ମଗଡ,୨୬/୧୨:
ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ଆଜି ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇଥିବା ବେଳେ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଲ ପୁଝାରି, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଉପାଧ୍ୟକ୍ଷ ଅଶୋକ ମହାନ୍ତି, ନଗର ସଭାପତି ଦିବ୍ୟସିଂହ ମହାନ୍ତି, ଆରଏମସି ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର, ମହିଳା ନେତ୍ରୀ କଲ୍ୟାଣି ନାଏକ, ମିଥିଲା ପୁଞ୍ଜି, ବନଜା ବସିନୀ ମହାପାତ୍ର, ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ବିଷ୍ଣୁ ନାୟକଙ୍କ ସମେତ ବିଧାନସଭା ମଣ୍ଡଳୀର ସମସ୍ତ ବ୍ଲକ ସଭାପତି ମାନେ ଯୋଗଦେଇ ଥିଲେ । ଏହି ସଭା ରେ ରାଜ୍ୟ ସରକାର ଙ୍କ ୩୮ ଟି ବିଭାଗ ରେ ୪୫୦ ଗୋଟି ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା ।

Omkar Vasthu
Omkar Vasthu

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.