ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ

କର୍ଲାମୁଣ୍ଡା,୨୬/୧୨:
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶାନ୍ତିବନ ଠାରେ ଆଜି ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ତଥା ମ ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ର କିର୍ତନ ସାହୁ, ନୀଳମଣୀ ସାହୁ,ଶ୍ରୀନିବାସ ମିଶ୍ର, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ, ସୁଷମା ମାଝୀ,ମଧୂସୂଦନ ସାହୁ ପ୍ରମୁଖ ଉପସ୍ଥିତ ରହି ଓଡିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ମତ ବ୍ୟକ୍ତ କରିଥିଲେ। ବିଜେଡି ପ୍ରତିଷ୍ଠା ଦିବସରେ କର୍ଲାମୁଣ୍ଡା, ମ ରାମପୁର ଓ ନର୍ଲା ବ୍ଲକର ୬୬ଗୋଟି ଗ୍ରାମ ପଞ୍ଚାୟତର ୫୦୦ ରୁ ଉର୍ଧ ବିଜେଡି କର୍ମୀ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Report by Nabin Kishor Sahu, Reporter Karlamunda odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.