ଅ -ପତ୍ରିକା ଓ ସୃଷ୍ଟି ସମ୍ଭାର ଇ-ପତ୍ରିକା ପକ୍ଷରୁ ଅନଲାଇନ କବିତା ଆସର

କଳାହାଣ୍ଡି,୧୮/୫: ଓଡ଼ିଆ ସାହିତ୍ୟର ପ୍ରସାର ଦିଗରେ କାମ କରୁଥିବା ଅ -ପତ୍ରିକା ଓ ସୃଷ୍ଟି ସମ୍ଭାର ଇ-ପତ୍ରିକାର ମିଳିତ ଉଦ୍ୟମରେ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିମାନେ ନିଜର ସ୍ୱରଚିତ କବିତା ଉପସ୍ଥାପନ କରିଛନ୍ତି । ସୃଷ୍ଟି ସମ୍ଭାର ସମ୍ପାଦକ କାହ୍ନୁଚରଣ ସାହୁ ଓ ଅ-ପତ୍ରିକା ସମ୍ପାଦକ ବିଶ୍ଵନାଥ ସାହୁଙ୍କ ଆବାହନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ହେମନ୍ତ ସାହୁ ଓ ଯୁବଗାଳ୍ପିକ ଡିଲେଶ୍ୱର ରଣା ଯୋଗଦେଇ ନିଜର ମତାମତ ରଖିଥିଲେ । କବି ରାମେଶ୍ୱର ପ୍ରସାଦ ସାହୁ, ଅଜିତ ଭୋଇ, ଦମୟନ୍ତୀ କିସାନ, ତପନ ଦାସ, ଝରଣା ପଧାନ, ଶ୍ରଦ୍ଧାଞ୍ଜଳି ପଣ୍ଡା, ରିତା ଅପରାଜିତା ତଥା ଅନେକ ପାଠକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ। ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଉପସ୍ଥାପିତ ସମସ୍ତ କବିତାର ସମୀକ୍ଷା କରିଥିଲେ। ଶେଷରେ ଅ-ପତ୍ରିକା ସହ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Pearl dental clinic
Near Ashish Medical Store, Bhawanipatna

Like us on Facebook👇🏻

Udyog Nursery
Udyogi Nursery

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.