ଟିଟିଲାଗଡ,୧୯/୬: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୂର୍ଡା ଗ୍ରାମପଞ୍ଚାୟତରେ ବିର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପୁଣ୍ୟ ଉତ୍କଳ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ମାତୃକା ପାଇଁ ଶହୀଦ ହୋଇଥିବା ୨୦ଜଣ ବୀର ଯବାନଙ୍କ ପାଇଁ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା । ପରେ କ୍ୟାଣ୍ଡେଲ୍ ଯାତ୍ରା ଗ୍ରାମ୍ୟ ପରିକ୍ରମା କରି ଶହୀଦ ଯବାନ ଆମର ରହେ ସ୍ଲୋଗାନ ଦେଇଥିଲେ ।
ଏଥିରେ ଟିଟିଲାଗଡ଼ ବ୍ଲକ୍ ପୂର୍ବତନ ଉପାଧ୍ୟକ୍ଷ ଫକୀର ବଗର୍ତ୍ତୀ, ଯୁବ ସମାଜ ସେବୀ ହରିଶ୍ ବଗର୍ତ୍ତୀ, ନରୋତ୍ତମ ବେହେରା, ଦୁର୍ଗା ବଗର୍ତ୍ତୀ, କାହ୍ନୁ ବଗର୍ତ୍ତୀ, ମୁନ୍ନା ମଝି,ପିତାମ୍ବର ଛତ୍ରିଆ, ଦିନେଶ ବଗର୍ତ୍ତୀ, ନରେଶ,ନନେତ୍ର ବେହେରା, ଗଜିନ୍ ବଗର୍ତ୍ତୀ,କ୍ଷେତ୍ର ପଲ୍ ରଣା, ସଞ୍ଜୟ ଛତ୍ରିଆ, ମୁକୁନ୍ଦ ଭୋଇ, ଅନିଲ ମଝି, ମାନସ ବେହେରା, ଛୋଟେ ମଝି ପ୍ରମୁଖ ଉପସ୍ଥିତ ଥିଲେ ।
ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ OdiaBarta.in