ବଳଦିଆମାଲ ସଡକ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତର

ଜୁନାଗଡ,୯/୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ନେହେରୁ ନଗର ପଡ଼ା ଠାରେ ଗତ କାଲି ସଂଧ୍ୟାରେ ଏକ ପିକ୍ ଅପ୍ ଭେନ୍ ଗାଡି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥିରେ ଥିବା ସାମ୍ବାଦିକ ନିକୁଞ୍ଜ ବିହାରୀ ଚଳାନ ଗୁରୁତର ଆହତ ହୋଇଛନ୍ତି ।

Omkar Vasthu
Omkar Vasthu

(ଆହତ ସାମ୍ବାଦିକ)

Pearl dental clinic
Near Ashish Medical Store, Bhawanipatna

ଆହତ ସାମ୍ବାଦିକଙ୍କୁ ପ୍ରଥମେ ଜୁନାଗଡ଼ ଡାକ୍ତରଖାନା ଓ ପରେ ଭବନିପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ  ପଠାଯାଇଛି । ଏକ ଅଜଣା ପିକ ଅପ ଭେନ ଦୁଇଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.