ପ୍ରଗତି କଲେଜ ଟୀକାକରଣ କେନ୍ଦ୍ରରେ ଓଡିଶା-ମୋ ପରିବାର ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସହାୟତା କେନ୍ଦ୍ର

କଳାହାଣ୍ଡି: ଭବାନୀପାଟଣା ପ୍ରଗତି କଲେଜରେ ଥିବା ତିନୋଟି ଟୀକାକରଣ କେନ୍ଦ୍ରରେ ଓଡିଶା-ମୋ ପରିବାର ଓ ବିଜୁ ଛାତ୍ର ଜନତା ଦଳ, କଳାହାଣ୍ଡି ପକ୍ଷରୁ ଆଜି ସହାୟତା କେନ୍ଦ୍ର ଖୋଲାଯାଇଛି। ଏହି ସହାୟତା କେନ୍ଦ୍ର ମାଧ୍ୟମରେ କରୋନା ଟିକା ନେବା ପାଇଁ ଆସୁଥିବା ୧୮ ରୁ ୪୪ ବର୍ଷ ବୟସ୍କ ପୁରୁଷ ଓ ମହିଳା ମାନଙ୍କୁ ସହଯୋଗ କରିବା ସହ ସେମାନଙ୍କୁ ମାଗଣାରେ ମାସ୍କ , ଗ୍ଳୋଭ୍, ସାନିଟାଇଜର ଓ ପିଇବା ପାଣି ବୋତଲ ବଣ୍ଟନ କରାଯାଇଛି।

Omkar Vasthu
Omkar Vasthu


ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ, ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ରୋମାଞ୍ଚଳ ମେହେର, ଟାଉନ ଛାତ୍ର ବିଜେଡି ଉପ-ସଭାପତି ସଞ୍ଜୟ ଶୁକ୍ଳା, ସିତାରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.