ନିୟମଗିରିର ୪ ଗୋଟି ଆଦିମ ଜନଜାତି ଗାଁରେ କେକେଡିଏ ପକ୍ଷରୁ ଆମ୍ବ ଓ କାଜୁ ଚାରା ବଣ୍ଟନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ ପାଦଦେଶରେ ଥିବା ୪ଟି ଆଦିମ ଜନଜାତି ଗ୍ରାମ କୁନ୍ନାକାଡୁ, ପାଲବେରୀ, ସଲପକଣା ଓ ସାପଚଞ୍ଚରା ଗ୍ରାମକୁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ) ଲାଞ୍ଜିଗଡ଼ ପକ୍ଷରୁ ଚାରା ବଣ୍ଟନ କରାଯାଇଛି।

Omkar Vasthu
Omkar Vasthu


କଳାହାଣ୍ଡି ପିଡି ଡିଆରଡିଏଙ୍କ ନିର୍ଦେଶକ୍ରମେ ଉକ୍ତ ଗ୍ରାମ ଗୁଡିକରେ ରହୁଥିବା ୬୦ଟି ପରିବାରକୁ ୯୦୦ ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଥିଲା। ମନରେଗା ଯୋଜନାରେ ଏହା ବଣ୍ଟନ କରାଯାଇଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna


କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ, କେକେଡିଏ ଏଗ୍ରିକଲଚର ଅଫିସର ମନୋଜ ମଲ୍ଲିକ, ତ୍ରିଲୋଚନପୁର ଜିଆରଏସ୍ ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.