ବର୍ଷା: ଗୁଟେ ଦୁଖର୍ କଥାନୀ

ଝାଲ୍ ବୁହି ଯଉଛେ ଦେହେ ସାରା
କେତେ ହେବୁ ଯେ ପୁଛି,
ବେଲ୍ ବୁଡଲେ ଲାଇନ୍ ଯଉଛେ
ବୁରି ହଉଛନ୍ ମାଛି ।

ବର୍ଷା ହଉଛେ ବଲି ଲାଇନ୍ କାଟୁଛନ୍
ବର୍ଷା କେ କିଏ ନାଇଁ ଦେଖି ,
ଦେଖି କରି ଲୋକର ଦୁଖ୍ ଦୁରଦଶା
ବର୍ଷା ଯାଇଛେ ଲୁକି ।

ବର୍ଷା ବର୍ଷା ବଲି ଜଗି ବସିଛୁ
ବର୍ଷାର୍ ନାଇଁନ ଦେଖା,
ଚାଷୀର୍ ମୁହୁଁ ସୁଖ୍ ପଲେଇଛେ
ଜମି ପଡିଛେ ଶୁଖା ।

ଚାଷୀର୍ ହାତ୍ ମୁଡ ଉପରେ
ଜମି ହେଲାନ ଚିରି ,
ବର୍ଷା ରାନୀର୍ ଦେଖା ନାଇଁନ
ଜୁଲାଇ ଯଉଛେ ସରି ।

ଖେତେ ନାଇଁନ ପାଏନ୍ ‌ରଚେକ୍
ମରି ଗଲାନ ପଲା ,
କହି ନାଇଁ ହୁଏ ସହି ନାଇଁ ହୁଏ
ଦେଖିକରି ଗୁଲଗୁଲା ।

ଗଛ କାଟି ଘର୍ ବନାଲ
ଏବେ ଖୁଜୁଛ ପାଏନ୍ ,
ଦୁଖ୍ ପଡଲେ ଗୁହାରି ହେବ
ମୁନୁଷର୍ ନାଇଁ ଆଏନ୍ ।

ଜଙ୍ଗଲ କାଟଲ ଦୁଖ୍ ଦେଖଲ
ମନ୍ ଯାଇଥିବା ପୁରି ,
ଦୁଖ୍ ଜଞ୍ଜାଲକେ ଦୁର୍ କର୍ମା
ଗଛ କେ ଲଗେଇ କରି ।

ମାଣ୍ଡେଲ, ନର୍ଲା, କଳାହାଣ୍ଡି

ମୋ: +91 8144166360

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.