ବୟାଳିଶ ମୈାଜାରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଉଦଘାଟିତ

କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର ଉପକଣ୍ଠ ୪୨ ମୌଜା ଅନ୍ତର୍ଗତ କଳପଡ଼ା ବଜାରରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ସୁବ୍ରତ ସାହାଣୀଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସୁନାକର ମୁଦୁଲି, ସୋମନାଥ ସ୍ବାଇଁ, ଅରୂପ ସ୍ବାଇଁ, ଚିନୁ ସାହାଣୀ, ପ୍ରସନ୍ନ ପରିଡା, ଭଗବାନ ପରିଡ଼ା, ଲିଟୁ ପରିଡ଼ା, ଦିଲ୍ଲୀପ ପରିଡ଼ା, ଶଶାଙ୍କ ପରିଡ଼ା, ସୁନିଲି ରଥ ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ। ଏଠାରେ ୬ ଗୋଟି ପଞ୍ଚାୟତ ଅଞ୍ଚଳବାସୀ ଲୋକଙ୍କୁ କମ ଦାମରେ ଔଷଧ ପାଇପାରିବେ ବୋଲି ଶ୍ରୀ ସାହାଣୀ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.