ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ନୂଆପଡା: ଖରିଆର ନିର୍ବାଚନ ମଣ୍ଡଳୀର ୫ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ ହୋଇଯାଇଛି। ସୂଚନା ମୁତାବକ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଶ୍ରୀ ମାଝୀ ଗତକାଲି ରାତିରେ ଶୋଇ ଥିବା ବେଳେ ଆକସ୍ମିକ ବିୟୋଗ ହୋଇଛି। ଶ୍ରୀ ମାଝୀ ଙ୍କର ନୂଆପଡା ଜିଲ୍ଲାର ବିକାଶ ପାଇଁ ଅତୁଳନୀୟ ଅବଦାନ ରହିଛି। ତାଙ୍କ ବିୟୋଗ ରେ ଜିଲ୍ଲା ବାସୀ ଗଭୀର ଶୋକପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.