ଖଲ୍ଲିକୋଟ ପୋଲିସ ଦ୍ୱାରା ୧୦୫ ଲିଟର ବେଆଇନ ଦେଶୀମଦ ଜବତ, ୩ ଗିରଫ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଶୁକ୍ରବାର ଦିନ ଖଲ୍ଲିକୋଟ ପୋଲିସ ଥାନା ଅଂଚଳରେ ଥିବା ଲଙ୍ଗଳେଶ୍ୱର, ନୂଆପାଲ୍ଲୀ ଓ ଗୋପପୁର ଗ୍ରାମର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଦେଶୀ ମଦ ସମେତ ୩ ଜଣ ଖୁଚୁରା ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.