Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ଅଗ୍ନିଶମ ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପ୍ରଶମନ ତାଲିମ ପ୍ରଦାନ
ପଞ୍ଚଦିବସୀୟ ଓଡ଼ିଶା ପାଠ୍ୟକ୍ରମ ରୂପରେଖା–୨୦୨୬ ଓ ନୂତନ ପାଠ୍ୟପୁସ୍ତକ ସଞ୍ଚାଳନ ପ୍ରଶିକ୍ଷଣ ଶିବିର
ସୁସ୍ଥ ହେଲେ ଜଟିଳ ମେରୁଦଣ୍ଡ ରୋଗରେ ପୀଡ଼ିତ ୩ ବର୍ଷର ଶିଶୁ : ନୂଆ ଜୀବନ ଦେଲା ମଣିପାଲ ହସ୍ପିଟାଲ୍
କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ହେଲା ଆଲୋଚନାଚକ୍ର
ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ପରିସରରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ
Home
ଗୋବର୍ଦ୍ଧନ ପୂଜା : ପ୍ରକୃତିର ଉପାସନା
କଳା-ସଂସ୍କୃତି
ମୋ ଓଡ଼ିଶା
ଗୋବର୍ଦ୍ଧନ ପୂଜା : ପ୍ରକୃତିର ଉପାସନା
କାର୍ତ୍ତିକ ମାସ ପ୍ରତିପଦା ତିଥିରେ ଦେଶସାରା ଗୋବର୍ଦ୍ଧନ ପୂଜା ପାରମ୍ପରିକ ରିତି ନିତି ଅନୁସାରେ ପାଳିତ ହୋଇଯାଇଛି। ଏହାସହ ଭଗବାନ ଶ୍ରୀକୃଷ୍ଣ ଏବଂ ଗୋମାତାଙ୍କୁ ମଧ୍ୟ ପୂଜା କରାଯାଇଛି। ଶାସ୍ତ୍ର ଅନୁସାରେ ଦ୍ବାପର ଯୁଗରେ ବ୍ରଜର ଲୋକମାନେ ଇନ୍ଦ୍ର ଦେବଙ୍କୁ ପୂଜା କରୁଥିଲେ। ଭଗବାନ କୃଷ୍ଣ ସେମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ। ଶ୍ରୀକୃଷ୍ଣ ବ୍ରଜବାସୀଙ୍କୁ କହିଥିଲେ, ଇନ୍ଦ୍ରଦେବଙ୍କୁ ପୂଜା କରିବା ଅପେକ୍ଷା ଗୋମାତାଙ୍କୁ ପୂଜା କରାଯିବା ଉଚିତ, ଯାହାଠାରୁ ଲୋକମାନେ କ୍ଷୀର ପାଉଛନ୍ତି। ଗୋବର୍ଦ୍ଧନ ପର୍ବତକୁ ପୂଜା କରାଯିବା ଉଚିତ କାରଣ ପ୍ରକୃତି ଆମକୁ ଅନେକ କିଛି ଦେଇଥାଏ। ଶ୍ରୀକୃଷ୍ଣଙ୍କ ଠାରୁ ଏପରି କଥା ଶୁଣିବା ପରେ ବ୍ରଜବାସୀ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ଆରମ୍ଭ କରିଥିଲେ। କିନ୍ତୁ ଏହା ପରେ ଇନ୍ଦ୍ରଦେବ କ୍ରୋଧିତ ହୋଇ ବ୍ରଜରେ ପ୍ରବଳ ବର୍ଷା କରିଥିଲେ। ଲୋକମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଆଙ୍ଗୁଠିରେ ଦୀର୍ଘ ୭ ଦିନ ପାଇଁ ଉଠାଇ ରଖିଥିଲେ ଏବଂ ବ୍ରଜର ଲୋକ ଏବଂ ପଶୁମାନେ ମଧ୍ୟ ଏହା ତଳେ ଆସି ଇନ୍ଦ୍ରଙ୍କ କ୍ରୋଧ ବର୍ଷାରୁ ରକ୍ଷା ପାଇଥିଲେ। ଏହା ପରେ ଇନ୍ଦ୍ର ଦେବ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ କ୍ଷମା ମାଗିଥିଲେ। ଏହି ପୂରା ଘଟଣା ପରେ, ଲୋକମାନେ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରିବା ଆରମ୍ଭ କଲେ।
Omkar Vasthu
Near Ashish Medical Store, Bhawanipatna
Udyogi Nursery
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ଗୁହା ପୁନମ ତାପସ କୁମାରଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ଦୁର୍ନୀତି ନିବାରଣ ସଚେତନତା ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ
ସତେଜ ବାର୍ତ୍ତା
ମୋ ଓଡ଼ିଶା
ଅଗ୍ନିଶମ ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଓ ବିପର୍ଯ୍ୟୟ ପ୍ରଶମନ ତାଲିମ ପ୍ରଦାନ
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ପଞ୍ଚଦିବସୀୟ ଓଡ଼ିଶା ପାଠ୍ୟକ୍ରମ ରୂପରେଖା–୨୦୨୬ ଓ ନୂତନ ପାଠ୍ୟପୁସ୍ତକ ସଞ୍ଚାଳନ ପ୍ରଶିକ୍ଷଣ ଶିବିର
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ସୁସ୍ଥ ହେଲେ ଜଟିଳ ମେରୁଦଣ୍ଡ ରୋଗରେ ପୀଡ଼ିତ ୩ ବର୍ଷର ଶିଶୁ : ନୂଆ ଜୀବନ ଦେଲା ମଣିପାଲ ହସ୍ପିଟାଲ୍
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ହେଲା ଆଲୋଚନାଚକ୍ର
9 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ପରିସରରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ
11 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଉଦନ୍ତୀ ମହୋତ୍ସବ ୨୦୨୬ ପାଳନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
11 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ନୂତନ ଏନଏସି ପ୍ରସଙ୍ଗ: ୱାର୍ଡ ବିଭାଜନ ନେଇ ବିଜ୍ଞପ୍ତି ପ୍ରକାଶ
11 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ହେଲେ ଅବିନାଶ ଠାକୁର
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଡ. ସୀତାକାନ୍ତ କରଙ୍କୁ ‘ଦୈବଜ୍ଞ ପ୍ରତିଭା ସମ୍ମାନ’ ପ୍ରଦାନ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ପେସିଫିକ୍ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ନର୍ଲାରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ବ୍ୟଙ୍ଗଲେଖକ ରାଧାଶ୍ୟାମ ରାଉଳ ପାଇବେ ‘ଏମାର୍ କେଆର ସ୍ମୃତି ସମ୍ମାନ’
1 day ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଖମାରି ମାଁ ଭୈରବୀ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ବସପାର ସକାରାତ୍ମକ ରାଜନୀତିକୁ ନେଇ ବଢୁଛି ଚର୍ଚ୍ଚା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ବଡ଼ମାଳ ଗୋଳାବାରୁଦ କାରଖାନାର ନୂତନ ମହା ପ୍ରବନ୍ଧକ ଭାବେ ଯୋଗଦେଲେ ବିଭୂତି
1 day ago
Sunil Kumar Dhangadamajhi
ଦେଶ-ବିଦେଶ
ମୋ ଓଡ଼ିଶା
ଆଜି ‘ଭାରତ ବନ୍ଦ’
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
୧୮ ରୁ ୨୦ ରାକ୍ସୀ ରାଧାକୃଷ୍ଣ ମନ୍ଦିର ରତ୍ନମୁଦ ଉତ୍ସବ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଫେବୃଆରୀ ୨୨ ତାରିଖରେ ଭାରତୀୟ ମଧୁମେହ ଅଧ୍ୟୟନ ଓ ଗବେଷଣା ସଂଘ, ଓଡ଼ିଶା ଶାଖାର ମଧ୍ଯକାଳୀନ ନିରନ୍ତର ଶିକ୍ଷା ସମାବେଶ ‘ଡାୟାମିଟ୍-୨୦୨୬’
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସରସ୍ଵତୀ ଶିଶୁ ମନ୍ଦିର ସିନାପାଲିର ୩୨ତମ ବାର୍ଷିକ ଉତ୍ସବ
2 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ସାନଗୁଣ୍ଡରୀ ଅଞ୍ଚଳରେ ମାତିଛି ‘କୁଆ’ : ଅଭାବୀ ଧାନ ବିକ୍ରୀର ଶିକାର ହେଉଛନ୍ତି ଚାଷୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଜାତୀୟ କୃମିନାଶକ ଦିବସ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ତୃତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳତା ଆଣିଲେ ଧରପଗଡ଼ର ଅମନ କରନ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ବିଜେପିର ଭିବି ଜି ରାମଜୀ କର୍ମଶାଳା ଅନୁଷ୍ଠିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଉଦଯାପିତ ହେଲା ଭୀମକେଲା ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ
3 days ago
Sunil Kumar Dhangadamajhi
ମନୋରଞ୍ଜନ
ମୋ ଓଡ଼ିଶା
ଉଦଯାପିତ ହେଲା ‘ସ୍ରଷ୍ଟା’ର ରାଜ୍ୟସ୍ତରୀୟ ବାର୍ଷିକ ନାଟକ ମହୋତ୍ସବ: ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଭିନ୍ନ ଏକ ସିଦ୍ଧାନ୍ତ’
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କେସିଙ୍ଗା ଗସ୍ତ: ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଳାହାଣ୍ଡି ଜିଲ୍ଲା ଯାଦବ ସମିତି ପକ୍ଷରୁ ସମ୍ବର୍ଦ୍ଧନା ସଭା: ସତ୍ୟ ନାରାୟଣ ନାଏକଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବୀ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ଶପଥ ଓ ସଫେଇ କାର୍ଯ୍ୟକ୍ରମ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
‘ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ’ ସାମ୍ବାଦିକ ସମ୍ମିଳନୀ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲେଶ୍ୱର ବାୟୁ ସେନା ସଂଗଠନ ତରଫରୁ ଆୟୋଜିତ ହେଲା ବାର୍ଷିକ ସମ୍ମିଳନୀ
4 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଏନସିସି ନକଆଉଟ ଟି-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନର୍ଲା ଆରଆର ୱାରିଅରର୍ସ ଚମ୍ପିଅନ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଗପୁର ପଞ୍ଚାୟତ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଭୀମକେଲା ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାବୁ କାଳୀ ପ୍ରସନ୍ନ ପଣ୍ଡା ସ୍ମାରକୀ ପ୍ରତିଷ୍ଠାନ ଆନୁକୂଲ୍ୟରେ ରକ୍ତଦାନ ଶିବିର
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଆଠଜଣ ପାଇବେ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ସୃଜନ ପୁରସ୍କାର : ୬ଜଣଙ୍କୁ ଦିଆଯିବ ‘ସାହିତ୍ୟସଖା’ ସମ୍ମାନ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲେଶ୍ୱରରେ ସ୍ନୋ-ଫେଷ୍ଟ୍ ମହୋତ୍ସବର ଅଷ୍ଟମ ସଂସ୍କରଣ ଅନୁଷ୍ଠିତ ହେବ ଫେବୃଆରୀ ୧୨ ରୁ ୧୪
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ାର ବାର୍ଷିକ ଉତ୍ସବ ଅନୁଷ୍ଠିତ
5 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ସର୍ଗିଗୁଡାରେ ବିଶ୍ଵ ହିନ୍ଦୁ ସମ୍ମିଳନୀ ଓ ଗାୟତ୍ରୀ ଯଜ୍ଞ
5 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଜୁହାର ପରିବାରର ପୁଷପୁନି ଭେଟ୍
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
UGC ବିଲ୍ ସପକ୍ଷରେ ବହୁଜନ ସଂଗଠନ ମାନଙ୍କର ପ୍ରସ୍ତୁତି ବୈଠକ
5 days ago
Sunil Kumar Dhangadamajhi
ଅପରାଧ
ବିଚାର
ମୋ ଓଡ଼ିଶା
ଲାଞ୍ଜିଗଡ଼ ସରକାରୀ ଏସଏସଡି ବିଦ୍ୟାଳୟରେ ରାତିଅଧିଆ ଚାଉଳ ଚୋରା ଚାଲାଣ; ମାଡ଼ି ବସିଲା ପୋଲିସ
5 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜୁନାଗଡ଼ ସହରରେ ବେନିୟମ ହୁଡିଂ ! ରାଜସ୍ଵ ହାନି; ନୀରବ ପ୍ରଶାସନ
6 days ago
Sunil Kumar Dhangadamajhi
error:
You are not allowed to copy this content. Thank you.