କବିତା : ତିନୋଟି ଏକପଦୀ


ସତ୍ୟନାରାୟଣ ଗନ୍ତାୟତ

ଏକ

ମୁଖା ସଦା ମୋ ମୁହଁରେ ରହିଥିଲା ଲାଖି
ଦିଶୁ ନ ଥିଲା ଯା’ ଏବେ ପାରୁଅଛ ଦେଖି !!

ଦୁଇ

ଜୀବନ ଜୀବିକା ହୋଇ ଯାଉଚି ବିପନ୍ନ
ଲାଳଝରା ଜିଭ ଦେଖ ତଥାପି ଉଛନ୍ନ !!

ତିନି

ରେ ଆତ୍ମନ୍ ! ତୋ ବିନା ମୋ ସ୍ଥିତି ଟଳମଳ
ତୋ ଉପରେ ଫି ମୂହୁର୍ତ୍ତେ ମୁଁ ନିର୍ଭରଶୀଳ !

 

“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡ-୭୬୫୦୦୧

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta