ସାଧାରଣତନ୍ତ୍ର ଦିବସ : କିଏ କେଉଁଠି କରିବେ ପତାକା ଉତ୍ତୋଳନ

ସାଧାରଣତନ୍ତ୍ର ଦିବସ ଅବସରରେ କେଉଁ ମନ୍ତ୍ରୀ ଓ କେଉଁ ପ୍ରଶାସକ କେଉଁଠି ପତାକା ଉତୋଳନ କରିବେ ରାଜ୍ୟ ସରକାର ତାହାର ତାଲିକା ଚୂଡ଼ାନ୍ତ କରିଛନ୍ତି  ।

କନ୍ଧମାଳ : ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ମୟୂରଭଞ୍ଜ : ମନ୍ତ୍ରୀ ଉଷା ଦେବୀ

ଗଜପତି : ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର

ବାଲେଶ୍ୱର : ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ନୂଆପଡ଼ା : ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଯାଜପୁର : ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଢେଙ୍କାନାଳ : ମନ୍ତ୍ରୀ ମହେଶ୍ୱର ମହାନ୍ତି

ପୁରୀ : ମନ୍ତ୍ରୀ ଶଶୀଭୂଷଣ ବେହେରା

କଳାହାଣ୍ଡି : ମନ୍ତ୍ରୀ ପ୍ରତାପ ଜେନା

ଅନୁଗୁଳ : ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ

ସମ୍ବଲପୁର : ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ

ରାୟଗଡ଼ା : ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ସୁନ୍ଦରଗଡ଼ : ମନ୍ତ୍ରୀ ସ୍ନେହାଗିନୀ ଛୁରୀଆ

ନବରଙ୍ଗପୁର : ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ

ମାଲକାନାଗିରି : ମନ୍ତ୍ରୀ ସୁଶାନ୍ତ ସିଂହ

ଗଞ୍ଜାମ : ମନ୍ତ୍ରୀ ଅନନ୍ତ ଦାସ

କୋରାପୁଟ : ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା

ବ୍ରହ୍ମପୁର : ଆରଡ଼ିସି, ଦକ୍ଷିଣାଞ୍ଚଳ

ରାଉରକେଲା : ଆରଡ଼ିସି, ଉତରାଞ୍ଚଳ

ଭଦ୍ରକ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ସୋନପୁରରେ ଜିଲ୍ଲାପାଳମାନେ ପତାକା ଉତୋଳନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.