ଗୁରୁଦେବ ଶ୍ରୀ ରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିଶାଖାଲରେ ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି,୨/୯(ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ଗୁରୁଦେବ ଶ୍ରୀରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିଶାଖାଲରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଗୁରୁଦେବ ଶ୍ରୀରାମଚନ୍ଦ୍ର ପଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ କୃଷ୍ଣଚନ୍ଦ୍ର ପାତ୍ର ମୂଖ୍ୟ ଅତିଥି, ମୂଖ୍ୟ ବକ୍ତା ଭାବେ ଯତିନ୍ଦ୍ର ପଧାନ ତୁଣ୍ଡଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, କଶୃପଡା ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଡଃ ଅଜିତ କୁମାର ବେହେରା, ବରିଷ୍ଠ ଶିକ୍ଷକ ରୂପଶ୍ଚନ୍ଦ୍ର ସାହୁ, ଦୈତାରି ସାହୁ, ହେମନ୍ତ ସାହୁ ବିଦ୍ୟାଳୟର ସଂପାଦକ, ଅଧକ୍ଷ ଶ୍ୟାମ କୁମାର ବାଗ, ଜିଲ୍ଲା ପରିଷଦ ସଦସ୍ୟ ନର୍ଲା-୨ ଜୋନ ସରୋଜ ମାଝୀ,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୁବାଷ ଚନ୍ଦ୍ର ସାହୁ, ଦୟାନିଧି ସାହୁ, ବୈଷ୍ନବ ବନଛୋର, ଲୋଚନ ସାହୁ (ଭୁମିଦାନ ଦେଇଥିବା ବ୍ୟକ୍ତି), ସାମ୍ବାଦିକ ନବୀନ କିଶୋର ସାହୁ,ଭିକାରି ଗୌଡ, ଉମା ଶଂକର ମିଶ୍ର , ସରୋଜ ସାହୁ, ହୃଦାନନ୍ଦ ସାହୁ, ବାଲକୁମର ସାହୁ, ସକେତନ ଚୌଧୁରୀ, ସୁରେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଥମ ବର୍ଷ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କିପରି ଶିକ୍ଷା କ୍ଷେତ୍ର ରେ ଆଗେଇ ନେଇ ବିଦ୍ୟାଳୟର ଗର୍ବ ଓ ଗୌରବ ଆଣିବା ପାଇଁ ଅତିଥି ମାନେ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ  ନୃତ୍ୟ ପରିବେଷଣ କରିଥିଲେ। କବି ପ୍ରଶାନ୍ତ ଦାଶ ସଭା ପରିଚାଳନା କରି ଥିବା ବେଳେ ବିଦ୍ୟାଳୟର ପରିଚାଳନା ନିର୍ଦେଶକ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.