ସ୍ଥାନୀୟ ତହସିଲଦାର ପରିଦର୍ଶନ କଲେ ଆସୋଲେସନ ୱାର୍ଡ

କଳାହାଣ୍ଡି,୨/୪ : ସାରା ବିଶ୍ୱରେ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ସାଧାଣ ଜନତା । ସାମଜିକ ଦୂରତା ରକ୍ଷା ଲାଗି ବାହାର ରାଜ୍ୟରୁ ଆସିଥିବା ଏହିଅଂଚଳର ନିଜନିଜ ଘରେ ରହିଥିବା ଲୋକ ତଥା କରୋନା ସଂକ୍ରମଣ ଆଶଙ୍କା ରହିଥିବା ବ୍ୟକ୍ତି ଙ୍କୁ କ୍ୱାରେଂଟାଇନରେ ରଖିବା ପାଇଁ ଆଇସୋଲେସନ ୱାର୍ଡ଼ ଗୁଡ଼ିକୁ ବ୍ୟବସ୍ଥା କିପରି ଅଛି ବୋଲି ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ବ୍ଳକର କିଛି ପଂଚାୟତକୁ ଯାଇ ଆଇସୋଲେସନ ୱାର୍ଡ଼ ପରିସରରେ ସମସ୍ତ ସୁବିଧା କେମିତି ରହିଛି, ଆବଶ୍ୟକୀୟ ଉପାଦାନ ମହଜୁଦ ରହିଛି କି ନାହିଁ ତାହାର ତଦାରଖ କରିଥିଲେ । ତହସିଲଦାରଙ୍କୁ ଏହି ପରିଦର୍ଶନ ସମୟରେ ନୁନପୁର ର ସରପଂଚ ଶ୍ରୀମତୀ ସୁଭାଶିନୀ ନାଏକ ସ୍ୱେଛାସେବୀ ପ୍ରେମସାଗର ନାଏକ ସହଯୋଗ କରିଥିଲେ ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.