ଭୂବନେଶ୍ବର,୨୫/୧: ମାଳତିପାଟପୁର ଚାଷୀ ସମାବେଶରେ ମୂଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନାର ସହାୟତା ବଣ୍ଟନ ସଂପର୍କରେ ଘୋଷଣା କରିଛନ୍ତି । ଆଜି ରାଜ୍ୟର ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ୬୨୨କୋଟି ୭୪ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରାଯାଇଛି । ପ୍ରତିବର୍ଷ ଦୁଇଥର ଅକ୍ଷୟ ତୃତୀୟା ଓ ନୂଆଖାଇ ସମୟରେ ଚାଷୀଙ୍କ ଖାତାରେ ୫ ହଜାର ଟଙ୍କା ଲେଖା ପଡିବ ବୋଲି ଜଣାଯାଇଛି ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube