ମଳିଯୁବାଙ୍ଗରେ ୫୦ ଜଣଙ୍କ ସ୍ୱେଚ୍ଛାକୃତ ରକ୍ତଦାନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ମଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଙ୍କାକୁଣ୍ଡୁରୁ ମା’ ସନ୍ତୋଷୀ ଜନ କଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଳୟଠାରେ ‘ସମ୍ବାଦ-ଆମ ଓଡିଶା’ ଓ ବିଜେପୁର, ମଳିଯୁବାଙ୍ଗ, ପାହାଡ଼ପଦର, ଲାଖବାହିଲି ଓ ବେନଙ୍ଗା ୫ ଗୋଟି ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅତିଥି ଭାବେ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ମଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ଲାଞ୍ଜିଗଡ଼ ବ୍ଲକ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ, ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦର,ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରଧାନୀ, ମା’ ସନ୍ତୋଷୀ ଚିକିତ୍ସାଳୟ ପରିଚାଳନା ଅଧିକାରୀ ଚିତ୍ତରଞ୍ଜନ ନନ୍ଦ,ସମାଜସେବୀ ବିଶ୍ୱନାଥ ଘଡେଇ,ମା’ ସନ୍ତୋଷୀ ଚିକିତ୍ସାଳୟର ଡ଼. ସମରେନ୍ଦ୍ର ପାତ୍ର ଓ ଡ଼. ଓମ ପ୍ରସାଦ ପ୍ରଧାନ, ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ, ପାହାଡ଼ପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀ, ସମାଜସେବୀ ବୈଦ୍ୟନାଥ ନାଏକ ଓ ସୁଧିର ନାୟକ, ବିଜେପୁର ସମିତି ସଭ୍ୟ ହରିଶ୍ଚନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ଏଥିରେ ବିଜେପୁର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମାଝୀ, ମଳିଯୁବାଙ୍ଗ ସରପଞ୍ଚ ଲାକା ମାଝୀ, ପାହାଡ଼ପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀ,ଧର୍ମେନ୍ଦ୍ର ପଣ୍ଡା, ସୋମିୟରଞ୍ଜନ ପାଢ଼ୀ,ଚନ୍ଦ୍ର ରଣା, ଲବ ନାଏକ, ଡ଼ମ୍ବେ ମାଝୀ, ପଦ୍ମଲୋଚନ ହରିଜନ,ରାଜ କିଶୋର ବାଗ, ବିଜୟ ବେହେରା, ଦୁଷ୍ମନ୍ତ କୋଶଲ୍ୟା, ଡିନେସ ବାଗ, ଦେବେନ୍ଦ୍ର ଜାନୀ, ଧାନଭୋଇ ମାଝୀ, ଚନ୍ଦନ କୁମାର ସାହୁ, ସୁଧିର ନାୟକ, ହରିଶ୍ଚନ୍ଦ୍ର ପୂଜାରୀ, ଲମ୍ବୋଦର କୁମାର, ମିଲକ ନାଏକ, ବିକାଶ ନାଏକ, ରାମଚନ୍ଦ୍ର ମୁଁନଛିନା,ଭୀମ ମାଝୀ, ଜଗନ୍ନାଥ ପାତ୍ର, ଭିକ ନାଏକ, ତ୍ରିନାଥ ନାଏକ, ବିଶ୍ବମ୍ବର ନାଏକ, ବଳଭଦ୍ର ସାହୁ, ବିକ୍ରମ ପାଣି, ବଳଶ୍ୟାମ ବିଭାର, ଦେବଗିରି ନାଏକ, ଲିଙ୍ଗରାଜ ଦୁର୍ଗା, ସତେଶ ନାଏକ, ଅର୍ଜୁନ ମାଳି, ସଞ୍ଜୟ ରାଉତ, ବାମନା ମାଝୀ,ଅର୍ଜୁନ ମାଝୀ, ନଖିନ୍ଦର ନାଏକ, ବେଣୁଧର ନାଏକ, ରାମଚନ୍ଦ୍ର ମାଝୀ, ଅଭି ମାଝୀ, ବାସନ୍ତି ମାଝୀ, ଦୁର୍ଗାଧର ହରିଜନ, ସୁଜିତ କୁମାର ନାଏକ, ଇନ୍ଦ୍ର ମାଝୀ, ଦଶରଥ ନାଏକ, ଲୋହରା ମାଝୀ, ଦୁର୍ଯ୍ୟ ପ୍ରସାଦ ମାଝୀ, ହିସା ମଲ୍ଲିକ, ରାଜେଶ ନାଏକ ପ୍ରମୁଖ ୫୦ ଜଣ ରକ୍ତଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


‘ସମ୍ବାଦ-ଆମ ଓଡ଼ିଶା’ ବ୍ଲକ ପ୍ରତିନିଧି କ୍ଷମାନିଧି ମହାଖୁଡ଼,ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ଓ ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିରରେ ଧର୍ମେନ୍ଦ୍ର ପଣ୍ଡା, ନିଲେସ ନାଗ,ଭଗବାନ ଚନ୍ଦ୍ର ପ୍ରଧାନ, ଅରୁଣ କୁମାର ସେଠ,ରାମଚନ୍ଦ୍ର ମୁଁନଛିନା, ଅର୍ଜୁନ ମାଳି,ଫକୀର ବେହେରା, ସୁଲକ୍ଷଣି ନାଏକ, ହେମନ୍ତ ନାଗ, ଜୟନ୍ତ ନାଏକ, ଶ୍ୟାମ ଦଣ୍ଡସେନା, ପ୍ରତାପ ବେହେରା, ବରୁଣ ନାଏକ ପ୍ରମୁଖ ସହଯୋଗ କରିଥିଲେ।ଭବାନୀପାଟଣା ରକ୍ତ ଭଣ୍ଡାରରୁ ଡ଼ ମଞ୍ଜୁଲତା ରଣା, ଜୁନିୟର ଟେକ୍ନିସେନ ଡମ୍ବରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମହାଖୁଡ, ଗିରିଷ ନାଏକ, କ୍ଷୀରୋଦ କୁମାର ତାଣ୍ଡି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.