ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଝୁଲୁଛି ଅଜଣା ମୃତ ଦେହ

ଲାଞ୍ଜିଗଡ: ୬ନଂ ରାଜ୍ୟ ରାଜପଥର କିଡିଙ୍ଗ ଗାଁ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲୁଥିବା ଅଜଣା ଶବକୁ ଠାବ କରାଯାଇଛି। ଶବଟିର ଅର୍ଦ୍ଧାଧିକ ଅଂଶ ଗଳିତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଗତ କିଛି ଦିନ ହେଲା ଜଙ୍ଗଲରେ ନିଆଁ ଲାଗି ଯିବାରୁ ଶବଟିର ଅର୍ଦ୍ଧାଅଧି ଅଂଶ ପୋଡି ଯାଇଥିବା ଅନୁମାନ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନିଳରଙ୍ଗର ଜ୍ୟାକେଟ ପିନ୍ଧିଥିବା ଏହି ଶବଟି ପୁରୁଷ କିମ୍ବା ମହିଳାର ତାହା ସ୍ପଷ୍ଟ ଜଣା ପଡୁନଥିବା ବେଳେ ଖବର ପାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିହାର ରଞ୍ଜନ ସାହୁ ଏବଂ ସିକେରକୁପା ଫାଣ୍ଡି ଏସଆଇ ସୁବାସ ଗୁରୁ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.