ଜେ.ଜେ. ଗୃପ ପକ୍ଷରୁ ରାଧାକୃଷ୍ଣ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଲାଞ୍ଜିଗଡ: ବିଶ୍ଵନାଥପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଜେ.ଜେ. ଗୃପଙ୍କ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧବଳେଶ୍ଵର ଠେଲା ଏବଂ ପ୍ରବଣ ପୃଷ୍ଟିଙ୍କ ନେତୃତ୍ୱରେ ଦୋଳ ପୂର୍ଣ୍ଣିମା ଏବଂ ହୋଲି ଉପଲକ୍ଷେ ଆଜି ଏହି ଗୃପ୍ ର ୨୦ ଜଣ ସଦସ୍ୟକୁ ନେଇ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Omkar Vasthu
Omkar Vasthu


ଆଗକୁ ଗ୍ରାମ ତଥା ନିଜ ଅଞ୍ଚଳ ପାଇଁ ଶ୍ରମ ଦାନ କରି ଅଞ୍ଚଳକୁ ପରିମଳ ମୁକ୍ତ କରିବୁ ବୋଲି ଏହି ଯୁବ ଗୋଷ୍ଠି ଶପଥ ନେଇଛନ୍ତି। କାର୍ଯ୍ୟକ୍ରମରେ ଅଜିତ୍, ଧିରଜ, ଆକାଶ, ରିଙ୍କୁ, ସୁଜିତ, ଅଞ୍ଜିବ, କାଳିଆ, ରାଜା, ପବିତ୍ର, ଟିକେ, ପିଣ୍ଟୁ, ନରି, ବବୁଲୁ, ସିପୁନ, ସୁକେଶ, ପ୍ରିନ୍ସ, ସଚିନ୍, ବଳିଆ, ସୋନୁ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.