ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଖୋର୍ଦ୍ଧା ଆନୁକୂଲ୍ୟରେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଆବର୍ତ୍ତମାନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ସଂସଦର ସଭାପତି ଡ଼ଃ. ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଭରଚୁଆଲ ମୋଡ଼ ଜରିଆରେ ଏହି ସଭା ଆୟୋଜିତ ହୋଇଥିଲା। ସ୍ବର୍ଗତ ମହାପାତ୍ର କୋଣାର୍କ ତଥା ଓଡିଶାର ଐତିହ୍ୟ ଫେରାଇ ଆଣିବାରେ ଯେଉ ବଳିଷ୍ଠ ଉଦ୍ୟମ କରିଥିଲେ ତାହା ଚିର ପ୍ରଶଂସ୍ୟଯୋଗ୍ୟ ଯାହା ପାଇଁ ଓଡିଶା ଆଜି ଗର୍ବିତ ବୋଲି ସଭାରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶ୍ରଦ୍ଧାଞ୍ଜଳି ସଭାରେ ଡ଼ଃ କୁଳମଣୀ ଓଝା, ଡ଼ଃ ସୁଧାମୟୀ ବେହୁରା, ଡ଼ଃ ନୀଳାଦ୍ରୀନାଥ ଜଗଦେବ, ସଂସଦର ପ୍ରତିଷ୍ଠାତା ବଳରାମ ତରାଇ, ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଚିତ୍ତରଞ୍ଜନ ନନ୍ଦ, କରୁଣାକର ମଲ୍ଲିକ, ଜ୍ୟୋତିରଞ୍ଜନ ଦାଶ, ଗୋଦାବରୀ ଦାଶ, ଜମ୍ବେଶ୍ୱର ଦଳାଇ, ଅଧ୍ୟାପକ ସୂର୍ଯ୍ୟନାରାୟଣ ମହାରଣା, ସୁରମା ଦାଶ, ଅର୍ଚନା ଦାଶ, ଅନସୂୟା ଦେବତା, ସୂଦୀପ୍ତା ବିଶ୍ୱାଳ, ସୁମିତ୍ରା ସାହୁ, ପ୍ରଭାସିନୀ ମିଶ୍ର, ଭଗବାନ ଓତା, ନୀଳମଣି ଥପା, ଯୁଧିଷ୍ଠିର ମୁଦୁଲି, କୈଳାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ସଭା ପରିଚାଳନା କରିଥିଲେ କୈଳାଶ ପଟ୍ଟନାୟକ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.