Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ଭବାନୀପାଟଣା ପୁରୁଣାପଡାରେ ଦୋଳ ଉତ୍ସବ-୨୦୨୬
ଜୁନାଗଡ଼ରେ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫ
ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ପାଇଁ କର୍ମକର୍ତ୍ତା ଚୟନ
ଭୋଇରମୁଣ୍ଡା ଷୋହଳ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା
ପୂର୍ଣ୍ଣାହୁତି ସହ ସମାପନ ହେଲା ମ.ରାମପୁର ଗୌଡ ପଡାର ଷୋହଳ ପ୍ରହର ନାମଯଜ୍ଞ
Home
ଏଣିକି ରାସ୍ତା କିମ୍ବା ଜାତୀୟ ରାଜପଥରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି
ଦେଶ-ବିଦେଶ
ଏଣିକି ରାସ୍ତା କିମ୍ବା ଜାତୀୟ ରାଜପଥରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି
ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ:
ସାଧାରଣ ରାସ୍ତା କିମ୍ବା ଜାତୀୟ ରାଜପଥରେ କୌଣସି ପ୍ରକାର ବୈଠକ କିମ୍ବା ରାଲି ହୋଇପାରିବନି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ରାଜ୍ୟରେ ରାଜନୈତିକ ରାଲିରେ ଦୁଇ ଦୁଇ ଥର ଦଳା ଚକଟା ହୋଇ ଲୋକଙ୍କ ଜୀବନ ଯିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର। ଗତ ସପ୍ତାହରେ ବିରୋଧୀ ଦଳ ‘ତେଲଗୁ ଦେଶମ ପାର୍ଟି’(ଟିଡିପି) କନ୍ଦୁକୁରରେ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସତର୍କତା ମୂଳକ ପଦକ୍ଷେପ ନେଇ ପୁଲିସ ଆଇନ ୧୮୬୧ ବଳରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି “ରାସ୍ତା ଓ ରାଜପଥରେ ସାର୍ବଜନିକ ବୈଠକ ଆୟୋଜିତ କରିବା ପୁଲିସ ଆଇନର ଧାରା ୩୦ରେ ଏକ ଆଇନର ବିଷୟ। । ୧୮୬୧ରେ ଏହା ଉଲ୍ଲେଖ ରହିଛି। ” ତେଣୁ ସାର୍ବଜନିକ ବୈଠକ ଓ ରାଲି ପାଇଁ ରାସ୍ତା ଠାରୁ ଦୂରରେ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ହରିଶ ଗୁପ୍ତା। ଫଳରେ ଏଥିରେ ଟ୍ରାଫିକ୍ ଜାମ ସମସ୍ୟା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ଯାତାୟତରେ ସମସ୍ୟା ନହେବା ସହ ଜରୁରିକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ଗୃହ ବିଭାଗ ମୁଖ୍ୟ ସଚିବ କହିଛନ୍ତି। ରାସ୍ତାରେ ସାର୍ବଜନିକ ବୈଠକ କିମ୍ବା ରାଲି ପାଇଁ ବିଭାଗୀୟ ଅଧିକାରୀ ଅନୁମତି ଦେବାରୁ ବିରତ ରହିବେ। ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏଥିପାଇଁ ଯଦିଓ ଅନୁମତି ଦିଆଯାଇପାରିବ ତେବେ ଏହାର କାରଣ ଲିଖିତ ଆକାରରେ ରେକର୍ଡ ହୋଇ ରହିବ ବୋଲି ସଚିବ କହିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ। ଏକଛତ୍ରବାଦୀ ହୁକୁମ ଭଳି ସରକାର ନିର୍ଦ୍ଦେଶ ଦେଇଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି।
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶି
ସତେଜ ବାର୍ତ୍ତା
ମୋ ଓଡ଼ିଶା
ଭବାନୀପାଟଣା ପୁରୁଣାପଡାରେ ଦୋଳ ଉତ୍ସବ-୨୦୨୬
7 hours ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ଜୁନାଗଡ଼ରେ ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ, ୪ ଅଭିଯୁକ୍ତ ଗିରଫ
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ପାଇଁ କର୍ମକର୍ତ୍ତା ଚୟନ
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଭୋଇରମୁଣ୍ଡା ଷୋହଳ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ପୂର୍ଣ୍ଣାହୁତି ସହ ସମାପନ ହେଲା ମ.ରାମପୁର ଗୌଡ ପଡାର ଷୋହଳ ପ୍ରହର ନାମଯଜ୍ଞ
11 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଦୁର୍ନୀତିର ଗନ୍ତାଘର ପାଲଟିଛି ମୁରିବାହାଲ ବ୍ଲକ: ଅସୁରମୁଣ୍ଡା ପରେ ମାଲପଡାରେ ଅନିୟମିତତା ଅଭିଯୋଗ
11 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ମୁରିବାହାଲ ମାହେଶ୍ୱରୀ ପୀଠରେ ଫାଲଗୁନ ପୂର୍ଣ୍ଣିମା ଯାତ୍ରା
12 hours ago
Sunil Kumar Dhangadamajhi
ମୋ ଓଡ଼ିଶା
୧୪ ଏପ୍ରିଲରେ ନୂଆ ରୂପରେଖ ପାଇବେ ବାବା ସାହେବଙ୍କ ପ୍ରତିମୂର୍ତ୍ତି
12 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍….
20 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ହେଲ୍ପ ଡେ଼କ୍ସ ଉଦଯାପନୀ ଦିବସରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିଦ୍ୟାର୍ଥୀ ପରିଷଦ ତରଫରୁ ଚନ୍ଦନ ବୃକ୍ଷ ରୋପଣ
21 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ବାଲେଶ୍ବର ଠାରେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରତିଷ୍ଠା ଦିବସ ପାଳିତ
21 hours ago
Sunil Kumar Dhangadamajhi
ମୋ ଓଡ଼ିଶା
କଟକରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଡୁମେରମୁଣ୍ଡାରେ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଓ ରତ୍ନମୁଦ ସ୍ଥାପନ
1 day ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ନିସୁମ ମାରାଥନରେ ନାରିକଟାର ଚିତ୍ରସେନ ବାଗ ୬୦ ବର୍ଷ ବୟସ ବର୍ଗରେ ସଫଳତା
1 day ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ମନରେଗାରେ ମହାଦୁର୍ନୀତି: ପୋଖରୀ ମଝିରେ ଆଡି ପକାଇବା ପାଇଁ ମସୁଧା; ମାଷ୍ଟର ମାଇଣ୍ଡ କିଏ?
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରାୟୁ ଗ୍ରୀବା କର୍କଟ ନିବାରଣ ପାଇଁ ମାଗଣାରେ ଟୀକାକରଣ କାର୍ଯ୍ୟକ୍ରମ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ
1 day ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଘଣ୍ଟମାଳ ୨୪ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା
1 day ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ଚାଞ୍ଚଡା ସାହିରେ ପାନୀୟ ଜଳ ଓ ରାସ୍ତା ସମସ୍ୟା ସୁଧାର ହେବ କେବେ???
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଗପୁରର ଜଣେ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପୂର୍ଣ୍ଣାହୁତି ସହ ସମାପନ ହେଲା ଶୂର୍ଡ଼ାର ଷୋହଳ ପ୍ରହର ନାମ ଯଜ୍ଞ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
କଳାହାଣ୍ଡି ଲେଖିକା ସଂଘର ରୌପ୍ୟ ଜୟନ୍ତୀ ସମାରୋହ ଆୟୋଜିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
‘ସତସଙ୍ଗ ମାଧ୍ୟମରେ ଜନ୍ମ ବାର୍ଷିକ ଉତ୍ସବ ପାଳନ ଏକ ସୁନ୍ଦର ପରମ୍ପରା’
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ନିୟମ ରାଜା ପରବ ଉଦଯାପିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ହରିହରପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୋଭାବନ ଛତରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପାତଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ହ୍ୟୁମାନ ପାପିଲୋମା ଭାଇରସ୍ ନିରାକରଣ ପାଇଁ ଟୀକାକରଣ ଅଭିଯାନ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଇନଟ୍ୟାକ୍ ସୋନପୁର ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ: ନୂତନ କାର୍ଯ୍ୟ ନିର୍ବାହୀ ସମିତି ଗଠିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜାମପଦର ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
3 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ମୁରିବାହାଲ ବ୍ଲକରେ ମନରେଗା ଦୁର୍ନୀତି !
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
୫ କ୍ଵିଣ୍ଟାଲ ଖଇର କାଠ ସହ ୪୦୭ ଭ୍ୟାନ୍ ଜବତ: ଡ୍ରାଇଭର ଗିରଫ, ଅନ୍ୟ ଜଣେ ଫେରାର
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଘଣ୍ଟମାଳରେ ଚାଲିଛି ୨୪ ପ୍ରହର ନାମଯଜ୍ଞ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
3 days ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ଛେଳି ଚୋରୀ ମାମଲାରେ ୨ ଯୁବକ ଥାନାରେ ଅଟକ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜନୀତି
ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ଘୁଞ୍ଚାଇବା ପାଇଁ କଳାହାଣ୍ଡି ଛାତ୍ର ବିଜେଡ଼ିର ଦାବୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅବସର ନେଲେ କମର୍ଦ୍ଧା ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା : ଶିକ୍ଷା ବିଭାଗ ପକ୍ଷରୁ ଫାଇନାଲ ପେନସନ କାଗଜାତ ହସ୍ତାନ୍ତର
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହେଲା ମନୋଜ ଦାସଙ୍କ ଜୟନ୍ତୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଓ ଷ୍ଟେମ୍ ପ୍ରଦର୍ଶନୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଶିଶୁବିଦ୍ୟାମନ୍ଦିର ବ୍ରଜବିହାରର ଠାରେ ଜେଜେବାପା ଓ ଜେଜେମା ସମ୍ମିଳନୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଭାଷାପକ୍ଷର ଷଷ୍ଠ ଦିବସରେ ଆୟୋଜିତ ହେଲା ଗାଳ୍ପିକ ନିବାରଣ ଜେନା ସାହିତ୍ୟ ସନ୍ଧ୍ୟା
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ମନୋଜଙ୍କ ପ୍ରତିଟି ରଚନାରେ ଥାଏ ଅଦମ୍ୟ ପରିପକ୍ଵତା : ଆଦିକନ୍ଦ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଣ୍ଟାବାଞ୍ଜିରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରେଳମନ୍ତ୍ରୀଙ୍କୁ ସାଂସଦ ନିରଞ୍ଜନ ବିଶିଙ୍କ ଚିଠି
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଡ଼ାକ୍ତର ଦୈତ୍ୟ ନାରାୟଣ ପାଢ଼ୀଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା
4 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ସାହିତ୍ୟ
ବିଶ୍ବାସର ପ୍ରତିଧ୍ଵନି : ମା ଲଙ୍କେଶ୍ଵରୀଙ୍କର ସାଂସ୍କୃତିକ ପରମ୍ପରାରେ ମହତ୍ଵ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ହାତୀଶାଳା ଘାଟି ମଝିରେ ଫସିଲା ଟ୍ରଲର: ଯାତାୟାତ ସଂପୂର୍ଣ୍ଣ ଠପ, ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଥିଲା ଶତାଧିକ ଯାନବାହନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାସ୍ତା ସ୍ଥାନାନ୍ତରକୁ ନେଇ ବେଲବାହାଳି ଗ୍ରାମବାସୀଙ୍କ ବିରୋଧ
4 days ago
Sunil Kumar Dhangadamajhi
error:
You are not allowed to copy this content. Thank you.