Skip to content
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ଆମେରିକା ଆକାଶରେ ପୁଣି ଗୁଇନ୍ଦା ବେଲୁନ; ପବନରେ ଉଡି ଯାଇଛି ବୋଲି ସଫେଇ ଦେଲା ଚାଇନା
‘ମାନବିକତା ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ’
ନର୍ଲାରୋଡ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବରାତ୍ର ପାଳନ ନେଇ ପ୍ରସ୍ତୁତି ବୈଠକ
ଚାଷୀର ବିକାଶ ଓ ଜଙ୍ଗଲ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ
Search
Search
e-Paper
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
ଦେଶ-ବିଦେଶ
ଏଣିକି ରାସ୍ତା କିମ୍ବା ଜାତୀୟ ରାଜପଥରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି
ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ:
ସାଧାରଣ ରାସ୍ତା କିମ୍ବା ଜାତୀୟ ରାଜପଥରେ କୌଣସି ପ୍ରକାର ବୈଠକ କିମ୍ବା ରାଲି ହୋଇପାରିବନି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ରାଜ୍ୟରେ ରାଜନୈତିକ ରାଲିରେ ଦୁଇ ଦୁଇ ଥର ଦଳା ଚକଟା ହୋଇ ଲୋକଙ୍କ ଜୀବନ ଯିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର। ଗତ ସପ୍ତାହରେ ବିରୋଧୀ ଦଳ ‘ତେଲଗୁ ଦେଶମ ପାର୍ଟି’(ଟିଡିପି) କନ୍ଦୁକୁରରେ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସତର୍କତା ମୂଳକ ପଦକ୍ଷେପ ନେଇ ପୁଲିସ ଆଇନ ୧୮୬୧ ବଳରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି “ରାସ୍ତା ଓ ରାଜପଥରେ ସାର୍ବଜନିକ ବୈଠକ ଆୟୋଜିତ କରିବା ପୁଲିସ ଆଇନର ଧାରା ୩୦ରେ ଏକ ଆଇନର ବିଷୟ। । ୧୮୬୧ରେ ଏହା ଉଲ୍ଲେଖ ରହିଛି। ” ତେଣୁ ସାର୍ବଜନିକ ବୈଠକ ଓ ରାଲି ପାଇଁ ରାସ୍ତା ଠାରୁ ଦୂରରେ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ହରିଶ ଗୁପ୍ତା। ଫଳରେ ଏଥିରେ ଟ୍ରାଫିକ୍ ଜାମ ସମସ୍ୟା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ଯାତାୟତରେ ସମସ୍ୟା ନହେବା ସହ ଜରୁରିକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ଗୃହ ବିଭାଗ ମୁଖ୍ୟ ସଚିବ କହିଛନ୍ତି। ରାସ୍ତାରେ ସାର୍ବଜନିକ ବୈଠକ କିମ୍ବା ରାଲି ପାଇଁ ବିଭାଗୀୟ ଅଧିକାରୀ ଅନୁମତି ଦେବାରୁ ବିରତ ରହିବେ। ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏଥିପାଇଁ ଯଦିଓ ଅନୁମତି ଦିଆଯାଇପାରିବ ତେବେ ଏହାର କାରଣ ଲିଖିତ ଆକାରରେ ରେକର୍ଡ ହୋଇ ରହିବ ବୋଲି ସଚିବ କହିଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ। ଏକଛତ୍ରବାଦୀ ହୁକୁମ ଭଳି ସରକାର ନିର୍ଦ୍ଦେଶ ଦେଇଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି।
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଲମ ଚାଳନା ପାଇଁ ଲେଖକଙ୍କୁ ମିଳିଲା ଫାଶି
Read more
ଦେଶ-ବିଦେଶ
ଆମେରିକା ଆକାଶରେ ପୁଣି ଗୁଇନ୍ଦା ବେଲୁନ; ପବନରେ ଉଡି ଯାଇଛି ବୋଲି ସଫେଇ ଦେଲା ଚାଇନା
2 hours ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପ୍ରଭାରି ନିଯୁକ୍ତି କଲା ବିଜେପି
7 hours ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
ବିଶ୍ୱରେ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ, ପଛରେ ପଡ଼ିଲେ ବାଇଡେନ୍ ଓ ସୁନକ୍
24 hours ago
Sunil Kumar Dhangadamajhi
ଦେଶ-ବିଦେଶ
ଯାତ୍ରୀ ଜଣଙ୍କ ପାଟନାକୁ ଟିକେଟ୍ କାଟିଥିଲେ, କିନ୍ତୁ ଓହ୍ଲାଇଲେ ଉଦୟପୁରରେ
1 day ago
Sunil Kumar Dhangadamajhi
ଦେଶ-ବିଦେଶ
ଭାସମାନ ଗାଁ
1 day ago
Sunil Kumar Dhangadamajhi
ଦେଶ-ବିଦେଶ
ବାଲ୍ୟ ବିବାହ ରୋକିବାକୁ ଚଢାଉ ଜାରି; ୧୮୦୦ରୁ ଅଧିକ ଗିରଫ
1 day ago
Sunil Kumar Dhangadamajhi
ଦେଶ-ବିଦେଶ
ଦେଶରେ ୮୭% ମନ୍ତ୍ରୀ କୋଟପତି, କର୍ଣ୍ଣାଟକର ମନ୍ତ୍ରୀ ସବୁଠାରୁ ଧନୀ
2 days ago
Sunil Kumar Dhangadamajhi
ଦେଶ-ବିଦେଶ
ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଲା ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି, ରଖିଲା ଏମିତି ସର୍ତ୍ତ
2 days ago
Sunil Kumar Dhangadamajhi
ଜୀବନରଙ୍ଗ
ଦେଶ-ବିଦେଶ
ଅଜବ ପରମ୍ପରା, ବିବାହ ପୂର୍ବରୁ କନ୍ୟା ଉପରେ ଫିଙ୍ଗା ଯାଏ କାଦୁଅ
2 days ago
Sunil Kumar Dhangadamajhi
ଦେଶ-ବିଦେଶ
ରହସ୍ୟ ଖୋଜିବାକୁ ଯାଇ ରହସ୍ୟମୟ ଭାବେ ହଜି ଯାଆନ୍ତି ଲୋକେ
2 days ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
ଜୋ ବାଇଡେନଙ୍କ ଘରେ ଏଫବିଆଇର ରେଡ୍
3 days ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଦେଶୀ ଶାଢୀ
3 days ago
Sunil Kumar Dhangadamajhi
ଦେଶ-ବିଦେଶ
ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ଅର୍ଥ ମନ୍ତ୍ରୀ
3 days ago
Sunil Kumar Dhangadamajhi
କ୍ରୀଡ଼ା
ଦେଶ-ବିଦେଶ
ଫିଫା ମହିଳା ବିଶ୍ୱକପ: ଉଦଘାଟନୀ ମ୍ୟାଚର ଭେନ୍ୟୁ ବଦଳିଲା
3 days ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
ଇନ୍ଦିରା ଓ ରାଜୀବ ଗାନ୍ଧୀ ସହିଦ ହୋଇ ନାହାନ୍ତି ବରଂ ଏହା ଏକ ଦୁର୍ଘଟଣା ଥିଲା -ବିଜେପି ମନ୍ତ୍ରୀ ଗଣେଶ ଜୋଶୀ
3 days ago
Sunil Kumar Dhangadamajhi
ଦେଶ-ବିଦେଶ
ହେଲିକ୍ଟପରରେ ଆସିଲେ ବର, ଯୌତୁକ ନେଲେ ଏକ ଟଙ୍କା ଓ ନଡ଼ିଆ
4 days ago
Sunil Kumar Dhangadamajhi
ଦେଶ-ବିଦେଶ
ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ଥାୟୀତା ଲିଙ୍କଡ ଲୋନ ମାଧ୍ୟମରେ ୨୫୦ ମିଲିୟନ ଡଲାର ସଂଗ୍ରହ
4 days ago
Sunil Kumar Dhangadamajhi
ଦେଶ-ବିଦେଶ
ଏହି ଗାଁର ସମସ୍ତେ ଦୃଷ୍ଟିବାଧିତ
4 days ago
Sunil Kumar Dhangadamajhi
ଦେଶ-ବିଦେଶ
ବିଶାଖାପଟନମ ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ
4 days ago
Sunil Kumar Dhangadamajhi
ଦେଶ-ବିଦେଶ
ବସ୍କୁ ଧକ୍କା ଦେଲା କାର୍, ଚାଲିଗଲା ୪ ଜଣଙ୍କ ଜୀବନ
4 days ago
Sunil Kumar Dhangadamajhi
ଦେଶ-ବିଦେଶ
ପୁଣି ଥରିଲା ପାକିସ୍ତାନ; ମସ୍ଜିଦ୍ରେ ବିସ୍ଫୋରଣ
4 days ago
Sunil Kumar Dhangadamajhi
କ୍ରୀଡ଼ା
ଦେଶ-ବିଦେଶ
୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ଭାରତରୁ ୩ ସାମିଲ
5 days ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
ଆଜିଠୁ ସଂସଦର ବଜେଟ ଅଧିବେଶନ: ଜାତି ଭିତ୍ତିକ ଜନଗଣନା, ଆଦାନୀ, ବିବିସି ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ
5 days ago
Sunil Kumar Dhangadamajhi
ଦେଶ-ବିଦେଶ
ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍
5 days ago
Sunil Kumar Dhangadamajhi
କ୍ରୀଡ଼ା
ଦେଶ-ବିଦେଶ
ଭାରତୀୟ ପୁରୁଷ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଲେ ଗ୍ରାହମ ରିଡ୍
5 days ago
Sunil Kumar Dhangadamajhi
ଅପରାଧ
ଦେଶ-ବିଦେଶ
ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ
5 days ago
Sunil Kumar Dhangadamajhi
ଦେଶ-ବିଦେଶ
ରାଜନୀତି
ନୀତୀଶ କୁମାରଙ୍କ ସ୍ପଷ୍ଟୀକରଣ – ମରିଯିବି ପଛେ ଭାଜପାକୁ ଯିବି ନାହିଁ
5 days ago
Sunil Kumar Dhangadamajhi
କ୍ରୀଡ଼ା
ଦେଶ-ବିଦେଶ
ମାଆକୁ ଡାହାଣୀ କହୁଥିଲେ ଗାଁ ଲୋକେ, ଝିଅ ଭାରତକୁ କରାଇଲେ ବିଶ୍ୱ ଚାମ୍ପିୟନ
5 days ago
Sunil Kumar Dhangadamajhi
ଦେଶ-ବିଦେଶ
ମନୋରଞ୍ଜନ
ବକ୍ସ ଅଫିସରେ ଧମାଲ୍ କଲା ଫିଲ୍ମ ପଠାନ୍, ୫ ଦିନରେ ୫୦୦ କୋଟି ପାର୍
5 days ago
Sunil Kumar Dhangadamajhi
ଦେଶ-ବିଦେଶ
ସର୍ବସାଧାରଣ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’
6 days ago
Sunil Kumar Dhangadamajhi
error:
You are not allowed to copy this content. Thank you.