ମହିଳାଙ୍କ ପାଇଁ ଅର୍ଥନୈତିକ ଉଦ୍ୟୋଗ ବିକାଶ ସୁଯୋଗ ସୃଷ୍ଟି କାର୍ମଶାଳା

କଳାହାଣ୍ଡି: ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ପଞ୍ଚାୟତର ଡଙ୍ଗାବାହାଲ ଠାରେ ଅକ୍ସଫାମ ଇଣ୍ଡିଆ, ‘ନାଓ’ ଓଡ଼ିଶା ପକ୍ଷରୁ ମହିଳା ଓ ବାଳିକା ମାନଙ୍କୁ ନେଇ ଅର୍ଥନୈତିକ ଉଦ୍ୟୋଗ ବିକାଶ ସୁଯୋଗ ସୃଷ୍ଟି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆତ୍ମା’ର ସହକାରୀ ବୈଷୟିକ ପ୍ରବନ୍ଧକ ଶିଶିର ରଞ୍ଜନ ସାହୁ , ‘ନାଓ’ ଓଡ଼ିଶାର ମ.ରାମପୁର କାର୍ଯକ୍ରମ ସଂଯୋଜକ ଶରତ ଚନ୍ଦ୍ର ଭୋଇ, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ, ଫିଲିୟାନ୍ତି ହେମ୍ବ୍ରମ , ଜନ୍ମଜୟ ବିଶ୍ଵାଳ, ଗଣେଶ ନାୟକ ପ୍ରମୁଖ ଜୈବିକ ଖତ ସାର ପ୍ରସ୍ତୁତି ପ୍ରଣାଳୀ, ବଜାର ବ୍ୟବସ୍ଥା, ସରକାରୀ ସ୍ତରରେ ଥିବା ସମସ୍ତ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମୀର ପୂଝାରୀ, ମଞ୍ଜୁ ପାତ୍ର, ପ୍ରେମାନନ୍ଦ ସାହୁ, ସସ୍ମିତ ପୂଝାରୀ, ଜୈବିକ ଚାଷୀ ଜଗନ୍ନାଥ ଭୋଇ କାର୍ଯକ୍ରମରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Clickhere to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.