
✍🏾ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କାଇଁକି ସେ ଛାପ
ଛିଡ଼ୁନି ମନରୁ !
ଚିରୁନି ଚିତ୍ର
ମନ ର ଖାତା ରୁ !
ଜୀବନ
କେମିତି ନଈ ହେଇ
ବହି ଯାଉଚି ।
ବିଛେଇ ହେଇ ଯାଉଚି
ଜହ୍ନରାତି ହେଇ ॥
ସୁଶୀତଳ ଓ କୋମଳ
ଜହ୍ନରାତି ॥
କୋଲନରା,ରାୟଗଡ଼ା ଜିଲ୍ଲା
ମୋ:୮୯୧୭୩୨୪୫୨୫



କାଇଁକି ସେ ଛାପ
ଛିଡ଼ୁନି ମନରୁ !
ଚିରୁନି ଚିତ୍ର
ମନ ର ଖାତା ରୁ !
ଜୀବନ
କେମିତି ନଈ ହେଇ
ବହି ଯାଉଚି ।
ବିଛେଇ ହେଇ ଯାଉଚି
ଜହ୍ନରାତି ହେଇ ॥
ସୁଶୀତଳ ଓ କୋମଳ
ଜହ୍ନରାତି ॥



