ଫ୍ରେଣ୍ଡସିପ କ୍ଳବର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ନୂଆପଡା ଏନଏସି ସ୍ଥିତ ମହୁଲଭଟା ଠାରେ ଫ୍ରେଣ୍ଡସିପ କ୍ଳବ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ, ଗରିବ ସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ, ଆଇନଜୀବୀ ଅଶୋକ ଦେୱାଙ୍ଗନ, ଇନ୍ଦଲ ରଣା, ବିଶ୍ୱନାଥ ରଣା, ଘୁନେଶ୍ୱର ରଣା, ପୁନିତ ଶବର, ଘନରାମ ଦଣ୍ଡସେନା, ଶଙ୍କର ଦଣ୍ଡସେନା, ଯୋଗେଶ୍ୱର ଦଣ୍ଡସେନା, କାଉନସିଲର ଗିରିଧାରୀ ରଣା, ଥବୀର ରଣା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପାରମ୍ପରିକ ରୀତିନୀତିରେ ପିଠା ପଣା ପରସ୍ପର ଳକୁ ଖୁଆଇ ତିଳକ ଚନ୍ଦନ ଦେଇ ସ୍ୱାଗତ କରିଥିଲେ | ପରେ ଛତିଶଗଡ଼ର ପାରମ୍ପରିକ ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆୟୋଜକ ଫ୍ରେଣ୍ଡସିପି କ୍ଳବର ପିଲାଲାଲ ରଣା, ତରୁଣ ରଣା, ଚୁନେଶ ଦଣ୍ଡସେନା, ଗଜେନ୍ଦ୍ର ଦଣ୍ଡସେନା, ମୋହନ ରଣା, ଶୋହନ ସାହୁ, ବିକାଶ ଦଣ୍ଡସେନା, ଦୟା ରାମ ଦଣ୍ଡସେନା, ଭାନୁ ପ୍ରତାପ ଦଣ୍ଡସେନା, ହୋମ ସିଂ ଶବର, ଦୁତୀୟା ରଣା, ପ୍ରକାଶ ରଣା, ରୋହିତ କେଉଟ, ଖେମଲାଲ କେଉଟ, ଚୁନେଶ ରଣା, ଯଶୋବନ୍ତ ରଣା ପ୍ରମୁଖ ବିଶେଷ ଭାବରେ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.