ଚିଙ୍ଗୁଡ଼ିଖୋଲରେ ହିନ୍ଦୁ ନବ ବର୍ଷ ପାଳିତ

ଓଡ଼ିଆ ବାର୍ତ୍ତା/ ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଚିଙ୍ଗୁଡ଼ିଖୋଲ ଗ୍ରାମରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ପାଖାପାଖି ୪୦ରୁ ଊର୍ଦ୍ଧ୍ବ ଗ୍ରାମର ଯୁବକ ମାନେ ମିଳିତ ଭାବେ ଏହି ଦିବସକୁ ପାଳନ କରିଛନ୍ତି। ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାରି  ଗ୍ରାମ ପରିକ୍ରମା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.