ଆଧୁନିକ ଯୁଗରେ କମ୍ପୁଟର ପ୍ରଶିକ୍ଷଣ ଅତି ଜରୁରୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ ଚିଚୈଗୁଡା ଗ୍ରାମ ରେ ଖୋଲା ଯାଇଥିବା ଏକ ଅତ୍ୟାଧୁନିକ କମ୍ପ୍ୟୁଟର୍ ପ୍ରଶିକ୍ଷଣ କେନ୍ଦ୍ର ହେଉଛି ଦମୟନ୍ତୀ କମ୍ପ୍ୟୁଟର ତାଲିମ ଅନୁଷ୍ଠାନ, ଚିଚୈଗୁଡା । ଏହି କମ୍ପ୍ୟୁଟର୍ ପ୍ରଶିକ୍ଷଣ କେନ୍ଦ୍ର ରେ ଚିଚୈଗୁଡା ପଞ୍ଚାୟତ ର ନିକଟବର୍ତ୍ତୀ ପ୍ରାୟ ୧୭-୧୮ ଟି ଗ୍ରାମ ର ଆଗ୍ରହୀ ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ କମ୍ପ୍ୟୁଟର୍ ପ୍ରଶିକ୍ଷଣ ନେଇଥାନ୍ତି। ନିଜ ଗାଁ ର ତଥା ନିକଟବର୍ତ୍ତୀ ଗାଁ ର ଅନେକ ଛାତ୍ର, ଛାତ୍ରୀ ଙ୍କୁ ଅବିରତ କମ୍ପ୍ୟୁଟର୍ ପ୍ରଶିକ୍ଷଣ ଦେଇ ଆସୁଅଛି । ଏବଂ ଏହି ଅଞ୍ଚଳର ଏକ ଜଣାଶୁଣା ସର୍ବବୃହତ୍ କମ୍ପ୍ୟୁଟର୍ ପ୍ରଶିକ୍ଷଣ କେନ୍ଦ୍ର ଭାବେ ନିଜର ଯଥେଷ୍ଟ ପରିଚୟ ପାଇପାରିଛି। ଅନେକ ଛାତ୍ର, ଛାତ୍ରୀ , ଯୁବକ, ଯୁବତୀ କମ୍ପ୍ୟୁଟର୍ ପ୍ରଶିକ୍ଷଣ ନେଇ ନିଜ ନିଜ କାର୍ଯ୍ୟ ରେ ନିୟୋଜିତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏମିତି ଏକ ଅଗ୍ରଣୀ କମ୍ପ୍ୟୁଟର୍ ପ୍ରଶିକ୍ଷଣ କେନ୍ଦ୍ର ର ପ୍ରତିଷ୍ଠାତା ହେଉଛନ୍ତି ଶ୍ରୀଯୁକ୍ତ ସିତିକଣ୍ଠ ମେହେର । ଶ୍ରୀଯୁକ୍ତ ସିତିକଣ୍ଠ ମେହେର ଚିଚୈଗୁଡା ଉଚ୍ଚ ବିଦ୍ୟାଳୟରେ ବିଗତ ୫ ବର୍ଷ ର କମ୍ପ୍ୟୁଟର୍ ଶିକ୍ଷାଦାନ ର ଅଭିଜ୍ଞତା ସହିତ ୧୦ ବର୍ଷ ର ବିଭିନ୍ନ କମ୍ପୁଟର୍ କେନ୍ଦ୍ର ରେ କମ୍ପ୍ୟୁଟର୍ ଶିକ୍ଷାଦାନ ର ଗଭୀର ଅଭିଜ୍ଞତା ରହିଥିବା ଜଣେ ସଫଳ କମ୍ପ୍ୟୁଟର୍ ଶିକ୍ଷକ। ତେଣୁ ଆମେ ସମସ୍ତେ ଏମିତି ଏକ ସୁନ୍ଦର କମ୍ପ୍ୟୁଟର୍ ପ୍ରଶିକ୍ଷଣ କେନ୍ଦ୍ର ରେ ଯୋଗଦେଇ ଆଗ୍ରହ ରେ କମ୍ପୁ୍ଟର୍ ଶିଖି ଯୁଗପୋଯୋଗୀ ହେବା । ଏବଂ ଗରିବ ଓ ଅସହାୟ ଏହି ଶିଖା ରୁ ବଞ୍ଚିତ ନ ହେବେ ତା ପ୍ରତି ବିଶିଷ୍ଟ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଦମୟନ୍ତୀ କମ୍ପୁଟର ପ୍ରଶିକ୍ଷଣ କେନ୍ଦ୍ର ର ପ୍ରତିଷ୍ଠାତା ଶିତିକଣ୍ଠ ମେହେର । ଛାତ୍ରମାନଙ୍କ ପରିପ୍ରେକ୍ଷୀରେ କମ୍ପ୍ୟୁଟର ଶିକ୍ଷା ହେଉଛି ଶିକ୍ଷଣ ଏବଂ ଶିକ୍ଷାଗତ କାର୍ଯ୍ୟକଳାପକୁ ସହଜ କରିବା ପାଇଁ କମ୍ପ୍ୟୁଟର ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର। ଏଥିରେ ଅନଲାଇନ୍ ଶିକ୍ଷା, କମ୍ପ୍ୟୁଟର-ସହାୟିତ ଭାଷା ଶିକ୍ଷା (CALL), ଏବଂ କମ୍ପ୍ୟୁଟର-ସହାୟିତ ସହଯୋଗୀ ଶିକ୍ଷା (CSCL),ଅନ୍ୟାନ୍ୟ ପଦ୍ଧତି ଅନ୍ତର୍ଭୁକ୍ତ। ଏବଂ ଅନଲାଇନ୍ ଶିକ୍ଷାର ବ୍ୟବହାର ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି, ଏବଂ ଇଣ୍ଟରନେଟ୍ ବ୍ୟବହାର କରି ସାମାଜିକ ପାରସ୍ପରିକ କ୍ରିୟା ଏବଂ ଜ୍ଞାନ ବଣ୍ଟନ ମାଧ୍ୟମରେ ଶିକ୍ଷା ଉପରେ ଧ୍ୟାନ ଦିଏ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ କ୍ୟାରିଅର ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା। ଏଆଇ ପ୍ରତିକ୍ରିୟାଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ । ଛାତ୍ର ଓ ଛାତ୍ରୀ ଙ୍କ ଆଗ୍ରହ ସ୍ରୁଷ୍ଟି କରିବା । କମ୍ପ୍ୟୁଟିଂ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ କମ୍ପ୍ୟୁଟର କ୍ଲାସରେ କମ୍ପ୍ୟୁଟରଗୁଡ଼ିକ କମ୍ପ୍ୟୁଟର ବିଜ୍ଞାନ ସହିତ ଏକ ପାରମ୍ପରିକ ଶିକ୍ଷାଗତ ଡିଜିଟାଲ୍ ସାକ୍ଷରତା ହେଉଛି ଟାଇପିଂ କିମ୍ବା ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ସୂଚନା ଖୋଜିବା, ମୂଲ୍ୟାଙ୍କନ କରିବା ଏବଂ ଯୋଗାଯୋଗ କରିବାର ଜଣେ ବ୍ୟକ୍ତିଙ୍କ କ୍ଷମତା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.