ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମ ନିର୍ଭରଶୀଳ ଭାରତ କାର୍ଯକ୍ରମ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଲୟରେ ଆତ୍ମ ନିର୍ଭରଶୀଳ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟାକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସରୋଜ କୁମାର ମେହେର, ଶ୍ରୀମତୀ ଜୟନ୍ତୀ ମୁଦୁଲୀ, ଅର୍ଚ୍ଚନା ଗୁଚ୍ଛି ଉପସ୍ଥିତ ଥିଲେ। ଆମେ ସମସ୍ତେ ଆତ୍ମ ନିର୍ଭରଶୀଳ ହେଇ ପାରିଲେ ଦେଶ ଓ ଜାତିର ଉନ୍ନତି ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ତାଙ୍କ ଉଦବୋଧନ ଦେଇଥିଲେ । ଶେଷରେ ଓଡିଆ ଅଧ୍ୟାପକ ଶ୍ରୀ ଜୟଦ୍ରଥ ସୁନା ଧନ୍ୟବାଦ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.