ଧର୍ମପ୍ରାଣା ଇଲାବତୀଙ୍କ ଦେହାନ୍ତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଁଲ ଗାଁ ପଞ୍ଚାୟତ ଜଳିଆ ଦର୍ହ ଗ୍ରାମର ଧର୍ମପରାୟଣା ମହିଳା ଇଳାବତୀ ସାହୁ ୯୦ ବୟସରେ ପରଲୋକ ଗମନ କରିଛନ୍ତି | ଶେଷ ସମୟରେ ତାଙ୍କର ଦୁଇ ଝିଅ, ଜ୍ୱାଇଁ, ପୁଅ, ନାତି ନାତୁଣୀ ଉପସ୍ଥିତ ଥିଲେ ।  ତାଙ୍କ ଦୁଇ ପୁଅ ହରେକୃଷ୍ଣ ସାହୁ ଓ ଶ୍ୟାମ ସୁନ୍ଦର ସାହୁ ମୁଖାଗ୍ନି ଦେଇଥିଲେ |ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.