ତୀର୍ଥଯାତ୍ରା ହେଲା ଶେଷଯାତ୍ରା : ୪ମୃତ, ୧୦ଆହତ

ଅନୁଗୁଳ : ତୀର୍ଥଯାତ୍ରା ହେଲା ଶେଷଯାତ୍ରା। ଅନୁଗୁଳ ଜରପଡ଼ାର ସଡ଼କ ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। କୋରାପୁଟରୁ ତୀର୍ଥ ଯାତ୍ରା ସାରି ଏକ ଓ୍ଵିଙ୍ଗର ଗାଡ଼ିରେ ଅନୁଗୁଳ ଫେରୁଥିଲେ। ରାତି ପ୍ରାୟ ୨ଟାରେ ଜରପଡ଼ା ଛକରେ ଏକ ପରିବା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବାଟରେ ଅନ୍ୟ ଜଣକର ମୃତ୍ୟୁ ହୋଇଥିଲା। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.