କର୍ଲାମୁଣ୍ଡା ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ସମାରୋହ

 

କର୍ଲାମୁଣ୍ଡା,୯/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସରସ୍ବତୀ ଶିଶୁ ମନ୍ଦୀର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଆଜି ସଂଦ୍ଧ୍ୟାରେ ଆୟୋଜିତ ଏହି ସମାରୋହର ସଭାପତିତ୍ବ କରିଥିଲେ ସୁର୍ଦଶନ ସାହୁ ।  ଏଥିରେ ମୁଖ୍ୟ ଅତିଥି ଭାବେ ଅବନୀ କାନ୍ତ ସାହୁ ତହସିଲଦାର କର୍ଲାମୁଣ୍ଡା, ସମ୍ମାନିତ ଅତିଥି ଡକ୍ଟ‌ର ସୌମ୍ୟରଂଜନ ପାତ୍ର କର୍ଲାମୁଣ୍ଡା ବ୍ଲକ ସ୍ବାସ୍ଥ୍ୟ ଅଧିକାରି, ମୁଖ୍ୟବକ୍ତା ସରୋଜ କୁମାର ଜେନା ଭୂଗୋଳ ଅଧ୍ୟାପକ ଲାଞ୍ଜିଗଡ ମହା ବିଦ୍ୟାଳୟ ଯୋଗ ଦେଇ ଶିଶୁ ମାନଙ୍କର ଉନ୍ନତି କ୍ଷେତ୍ରେ କିପରି ମାନସିକ ବ୍ରୁଦ୍ଧି ଗ୍ରସର  ଲାଭ ହେବ ସେ ବିଷୟରେ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତର  ପାତ୍ର ସ୍ବାସ୍ଥ୍ୟ ଉପରେ ଶିଶୁ ମାନଙ୍କୁ ବୁଝାଇ ସେମାନଙ୍କ ରୋଗ ଓ ପ୍ରତିଶେଧକ ବ୍ୟବସ୍ଥା ଉପରେ ସୂଚନା ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ବର୍ତମାନ ସଂନ୍ଧ୍ୟା ୬ ଘଣ୍ଟାରେ ସଭା ପରିସମାପ୍ତି ହେବାକୁ ଯାଉଛି ଓ ଏହା ପରେ ପରେ ସାଂସ୍କ୍ରୁତିକ କାର୍ଯକ୍ରମ ଅନୁଷ୍ଠିତ ହେବାର ସୂଚନା ମିଲିଛି ।

Udyog Nursery
Udyogi Nursery

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.