କୋଶଲ ରାଜ୍ୟ ଦାବି : ପଶ୍ଚିମ ଓଡ଼ିଶାରେ ମହାବନ୍ଦ

ସମ୍ବଲପୁର: ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି ପଶ୍ଚିମ ଓଡିଶାରେ ମହାବନ୍ଦ ଡାକରା ଦିଆଯାଇଛି। କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ନୂଆପଡା, ବରଗଡ, ଦେବଗଡ, ସୁବର୍ଣ୍ଣପୁର, କଳାହାଣ୍ଡିରେ ବନ୍ଦ ପାଳନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବଲାଙ୍ଗୀରରେ ବର୍ଷା ସତ୍ତ୍ୱେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସଂଧ୍ୟା ୬ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ କରାଯାଇଛି। କରିବା ସହ ଦୋକାନ ବଜାର ବନ୍ଦ ପାଳନ ପାଇଁ କୋସଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଏଥିରୁ ଜରୁରୀ ସେବାକୁ ବାଦ ଦିଆଯାଇଛି।

Udyog Nursery
Udyogi Nursery

For latest news updates

Please subscribe to notifications by clicking on the bell button.

Like us on facebook 

http://www.facebook.com/odiabarta/

Subscribe us on youtube 

https://m.youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.