ନୂଆପଡା ମାଟିରେ ପ୍ରତିଧ୍ବନିତ୍ବ ହେଲା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ନୂଆପଡା,୩୦/୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସ୍ଥାନୀୟ ଏକତା ଛକ ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କୋଭିଡ୍ ଯୋଦ୍ଧା ମାନଙ୍କୁ ଉତ୍ସାହିତ ତଥା ସମ୍ମାନ ପ୍ରଦର୍ଶନ କରାଯାଇଛି । ଏଥିରେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଉପଜିଲ୍ଲାପାଳ ତରଣୀସେନ ନାୟକ, ବରିଷ୍ଠ ବିଜେଡି ନେତା ଅବନୀ ଯୋଶୀ, ଭୈରବ ସାହୁ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ ଭାନୁ ମାଝୀ, କ୍ଷିତୀଶ ବୋଧଙ୍କର, ମହେଶ ନିଆଲ, ଟୁଲୁ ପାଢ଼ୀ, ମାର୍କେଟ ଏସୋସିଏସନ ନୂଆପଡା ଭୈରବ ସାହୁ, ଠିକାଦାର ସଂଘ ସଭାପତି ଇଂ କ୍ଷୀରୋଦ କୁମାର ପାଢ଼ୀ, ଗୋପାଳ ସାହୁ, ଶ୍ରୀକାନ୍ତ ସିଂ, ଯୁବା ନେତା ସୁଧୀର ମିଶ୍ର, ଟିଟୁ ପଣ୍ଡା, ଗୋପାଳ ସାହୁ, ରମାକାନ୍ତ ଠାକୁର, ସୌରଭ ଜୈନ, ରଂଜିତ ସୁନା, ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu
ନୂଆପଡାରୁ ମହେନ୍ଦ୍ର ବାଗ (ରାହୁଲ) ଙ୍କ ରିପୋର୍ଟ OdaBarta.in

Click here to get 24×7 News &Views alerts👇🏻

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.