ଟିଟିଲାଗଡ ଜିଲ୍ଲା ଦାବି : ଉଗ୍ର ହେଉଚି ଆନ୍ଦୋଳନ

୭୩ତମ ଦିନରେ ଯୁବ ଯାଦବ ମହାସଭା ସାମିଲ

ଟିଟିଲାଗଡ,୧୨|୦୧:

Omkar Vasthu
Omkar Vasthu

ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା ୭୩ତମ ଦିନରେ ପହଞ୍ଚିଥିବା ବେଳେ ଶନିବାର ଦିନ ଯୁବ ଯାଦବ ମହାସଭା ଟିଟିଲାଗଡ ସାମିଲ ହୋଇଥିଲେ । ଯୁବ ଯାଦବ ସଭାପତି ଶ୍ରୀ ରଂଜିତ ଆଡଜୁଆଡ୍, ସମ୍ପାଦକ ଶ୍ରୀଯୁକ୍ତ ଲଲୀତ ପୋଢ, ଉପ ସଭାପତି ଶ୍ରୀ ସୁଶାନ୍ତ ବନଛୋର, ଉତ୍କଳ ଯୁବ ଯାଦବ ମହାସଭା ଛାତ୍ର ଶାଖା ସମ୍ପାଦକ ଶ୍ରୀ ଦିନେଶ କୁମାର ନାଗ, ଜଗନ୍ନାଥ ବନଛୋର, ପଦ୍ମଲୋଚନ ଚଣ୍ଡୀ, ଆଶିଷ ନାଗ, ରାଧାକାନ୍ତ ନାଗ, ନରେନ୍ଦ୍ର ବଗର୍ତ୍ତୀ, ବିଶ୍ବନାଥ ବନଛୋର, ଆଦର୍ଶ ଖର୍ସେଲ, ଆକାଶ ବାଗ, ପ୍ରେମଲାଲ୍ ବଗର୍ତ୍ତୀ, ଶ୍ୟାମ ଯାଦବ, ଅଭିଜିତ୍ ବଗର୍ତ୍ତୀ ପ୍ରମୁଖ ଯୋଗଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.