ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସେଵାକାର୍ଯ୍ୟ ମଧ୍ୟମରେ ସେଵାସପ୍ତାହ ପାଳିତ

କଟକ: ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୦ ତମ ପବିତ୍ର ଜନ୍ମ ଜୟନ୍ତୀରେ ସେଵାସପ୍ତାହ ପାଳନ ଅବସରରେ ୪୨ ମୌଜ଼ା ଉପକଣ୍ଠ ଝାରକଟା ପଂଚାୟତର ମଣିବାଡ଼ ଗ୍ରାମରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ, ଖାଦ୍ୟ ସାମଗ୍ରୀ ବଣ୍ଟନ, ଚାରା ରୋପଣ କାର୍ଯ୍ୟକ୍ରମ ଆଦି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ମହତ ସେଵା କାର୍ଯ୍ୟରେ ପରିଷଦ ପକ୍ଷରୁ ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ବାବୁଲି ପାତ୍ର, ପର୍ଶୁରାମ ବେହେରା, ବିଜୟ ସ୍ୱାଇଁ, ଶରତ ଦାସ, ଅସୀମ ଦାସ, ବିଶ୍ୱରଂଜନ ସେଠୀ, ଅଭିରାମ ଦଳାଇ, ଶଙ୍କର ବେହେରା, କୃଷକ ନେତା ଦେବୀପ୍ରସାଦ ପତି, ରୁନୁ ମହାନ୍ତି, ସ୍ଵାଗତିକା ମହାନ୍ତି, ପୃଥ୍ୱୀରାଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଜନ୍ମ ଦିବସକୁ ଛାତ୍ରଛାତ୍ରୀଙ୍କ ସେବା, ଚାରା ରୋପଣ ଭଳି ମହତ କାର୍ଯ୍ୟ ମଧ୍ୟରେ ପାଳନ କରାଯାଇଛି।

Udyog Nursery
Udyogi Nursery

ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମଧ୍ୟ କର୍ମକର୍ତ୍ତା ମାନଙ୍କର ଏହି ସେବା କାର୍ଯ୍ୟକ୍ରମ ଦ୍ୱାରା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.