ଚକାଜାମ ଆନ୍ଦୋଳନକୁ ଭଣ୍ଡୁର କଲା ଗୁଣୁପୁର ପୋଲିସ

ରାମନାଗୁଡା/ଗୁଣୁପୁର, (ଦିଲୀପ କୁମାର ପଣ୍ଡା): କୃଷି ଅଧ୍ୟାଦେଶ ବାତିଲ କରିବା ଦାବୀ ନେଇ ଆଜି ଦେଶବ୍ୟାପୀ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ତିନି ଘଣ୍ଟିଆ ଚକାଜାମ ଆନ୍ଦୋଳନ ଡାକରା ଦିଆଯାଇଥିଲା।

Omkar Vasthu
Omkar Vasthu


ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସିପିଆଇ (ଏମମଏଲ) ସମ୍ପାଦକ ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ ବାଇପାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି ଦିନ ୧୨ ଟା ରୁ ୩ ଟା ଯାଏଁ ଚକାଜାମ କରିବାକୁ ଡାକରା ଦିଆଯାଇଥିବା ବେଳେ ପୋଲିସ ଏହାକୁ ଭଣ୍ଡୁର କରିଛି।

ବିକ୍ଷୋଭ ସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ବିକ୍ଷୋଭକାରୀଙ୍କୁ ରାସ୍ତା ଉପରୁ ଉଠେଇ ନେଇଥିଲା। ଫଳରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.