ମା ଜାଗୁଳେଇ ପୀଠିରେ ବିଶ୍ୱାଶାନ୍ତି ମହାଯଜ୍ଞ

କଟକ: ବୟାଳିଶମୌଜା ଉପକଣ୍ଠ କୂଳକଳପଡା ସ୍ଥିତ ମା’ ଜାଗୁଳେଇ ଉର୍ଣ୍ଣୟନ ପରିଷଦ ପକ୍ଷରୁ ମା’ଜଗୁଳେଇ ପୀଠିରେ ମା’ଜଗୁଳେଇଙ୍କ ଜନ୍ମ ବାର୍ଷିକ ଓ ୩ଦିନ ବ୍ୟାପି ନବମ ବିଶ୍ୱାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ଯଜ୍ଞରେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, କୃଷକନେତା ଦେବୀ ପ୍ରସାଦ ପତି, ଅନି ମହାପାତ୍ର, ଅନୟ ମହାପାତ୍ର, ବୁବୁନ ମହାପାତ୍ର, ଅଶିମ ଦାସ, ବିଜୟ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଳୁ ଯୋଗଦେଇଥିବାବେଳେ ଉର୍ଣ୍ଣୟନ ପରିଷଦ ପକ୍ଷରୁ ସଭାପତି ପତିତ ପାବନ ନାୟକ, ଜ୍ଞାନ ଚନ୍ଦ୍ର ପରିଡା, ସମ୍ପାଦକ ଆଇନିଜୀବୀ ସଂଜୀବ ବିଶ୍ୱାଳ, ଗୋପାଳ ଚରଣ ପରିଡ଼ା, କବି ଅଭୟ ମହାପାତ୍ର, ଶରତ ପରିଡ଼ା, ଅମରେନ୍ଦ୍ର ପରିଡ଼ା, ସତ୍ୟରଂଜନ ମହାପାତ୍ର, ପଙ୍କଜ ମହାପାତ୍ର, ଗଗନ ବିଶ୍ଵାଳ, ବୈରାଗୀ ପରିଡ଼ା, ଗଣେଶ୍ୱର ପରିଡ଼ା, ଦାମୋଦର ପରିଡ଼ା, ବିଜୟ ମହାପାତ୍ର, ସଦାଶିବ ପରିଡା,ଅକ୍ଷୟ ବେହେରା ଏବଂ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.