ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦରରେ ସେବାକାର୍ଯ୍ୟ

କଟକ: ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ (ଉବିପ) ପକ୍ଷରୁ ସଦର ଉପକଣ୍ଠ ଅରିଲୋ ପଂଚାୟତର ଅରିଲୋ,ବସ୍ତପଡା,ତରିଲୋ,ରାମକମାରପୁର ଆଦି ଗ୍ରାମର ଜନ ଗହଳିପୂର୍ଣ ସ୍ଥାନ,ମନ୍ଦିର, ସୋମପୁର ଫାଣ୍ଡି, ପଂଚାୟତ କାର୍ଯ୍ୟାଳୟ, ବ୍ୟାଙ୍କ,ବଜାର, ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ,ସଚେତନତା ପ୍ରଚାର ପତ୍ର, ନୋଜମାସ୍କ ବଣ୍ଟନ କରାଯାଇଛି ।

Omkar Vasthu
Omkar Vasthu

ଏହି ସେଵା କାର୍ଯ୍ୟକ୍ରମକୁ ସ୍ବରୂପ ସୁମନ ଦାସ, ଜ୍ୟୋତିପ୍ରକାଶ ନନ୍ଦ, ବିମଳ ପଣ୍ଡା,ସାରଦା ପ୍ରସାଦ ନନ୍ଦ, ଜଗନ୍ନାଥ କୁଅଁର, ପ୍ରଶାନ୍ତ ଭୋଇ, ବିପ୍ଳବ ସ୍ୱାଇଁ,ଦୀପକ ସାହୁ, ଶଙ୍କର ଦାସ, ସୁନିଲ ଲେଙ୍କା, ସରୋଜ ବାରିକ, ତାପଶ ଦାସ, ସତ୍ୟବ୍ରତ ରାଉତ, ସାଗର ଭୋଇ,ପ୍ରସନ୍ନ ପାଣିଗ୍ରାହୀ,ଅନନ୍ତ କୁମାର ନାଥ,ପଙ୍କଜ ସାହୁ, କେଟିଆ ଭୋଇ, ରିଙ୍କୁ, ହାପି ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଅଭିଯାନ ବିଭିନ୍ନ ସ୍ଥାନରେ କରାଯାଇ ଜନସଚେତନତା ସୃଷ୍ଟି କରାଯିବା ସହ ବିଶୋଧନ କାର୍ଯ୍ୟକ୍ରମକୁ ଜାରୀ ରଖିବାକୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.