ଡୁଡୁକେଲ ଗାଁରେ ୭୨ତମ ବନ ମହୋତ୍ସବ ପାଳିତ

ଗୋଲାମୁଣ୍ଡା: ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ପଂଚାୟତ କେଗାଁ ବନ ଉପଖଣ୍ଡର ଡୁଡୁକେଲ ଗାଁରେ ୭୨ତମ ବନ ମହୋତ୍ସବ ପାଳିତ ହେଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ଜୋନ -୧ ଜିଲ୍ଲା ପରିଷଦ ବୃଷଭ ନାଏକ, ମାନଝରୀ ସରପଞ୍ଚ ଗିରିଧାରୀ ତେଜି, ଧାମନପୁର ସମିତି ସଭ୍ୟ ଦିନେଶ କୁମାର ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଚାରା ବଣ୍ଟନ କାର୍ଯ୍ୟକୁ ଅତିଥିମାନେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଓ ବନ ବିଭାଗଙ୍କ କାର୍ଯ୍ୟାଳୟ ପାଙ୍ଗଣରେ ଚାରା ରୋପଣ କରିଥିଲେ। ଏଥିରେ କେଗାଁ ବନ ବିଭାଗ ଅଧିକାରୀ ରେଞ୍ଜର କେଶବ ମାଝୀ, ଫରେଷ୍ଟର ଶ୍ରୀ ପଣ୍ଡା ତଥା ଡୁଡୁକେଲର ଜଙ୍ଗଲ ସୁରକ୍ଷା କମିଟି ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଗୋଲାମୁଣ୍ଡା ପ୍ରତିନିଧି ସୁଶିଲ କୁମାର ତେଜୀଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.