କୋକସରା, (ହିରଣ୍ୟ ବେହେରା) : କୋକସରା ବ୍ଲକ ସଦର ମହକୁମା ସ୍ଥସହର ଅଧ୍ୟାପିକା କନକ ମଞ୍ଜରୀ ବେହେରା ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ପରେ ବିଧାୟକ ନୁତନ ଗୃହ ର ଫଳକ କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଧାୟକ ଶୁଭେଚ୍ଛା ଦେବାସହ ଶିକ୍ଷା ପ୍ରତି ନିଜର ଅଧ୍ୟବସାୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଗୁଣାକାର ପଣ୍ଡା, ଅଧ୍ୟାପକ ପୁଷ୍ପରାଜ ମେହେର, ସୁବ୍ରତ କୁମାର ବେହେରା, ଜଗନ ଚାନ୍ଦାନି, ଅଇରୀ ନାସନ ଚିନ୍ଦା, ଅଶ୍ୱିନ କୁମାର ପଟ୍ଟନାୟକ, ପ୍ରତାପ ବିଶି, ଜିତେନ୍ଦ୍ର ପ୍ରଧାନୀ, ସୁନିଲ ପ୍ରଧାନୀ, କୋକସରା ବ୍ଲକ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।