ମହାନଦୀ ଯୁବ ସଙ୍ଗଠନ ପକ୍ଷରୁ ପରିବେଶ ସୁରକ୍ଷା ଅଭିଯାନ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ମହାନଦୀ ଯୁବ ସଙ୍ଗଠନ ତରଫରୁ ଗାୟତ୍ରୀ ଶିକ୍ଷା ନିକେତନ ରଥପୁର, ବୀରମହାରାଜପୁରରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଙ୍କଜ ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଲାପଥର ସରପଞ୍ଚ ସସ୍ମିତା ମେହେର, ବକ୍ତା ଭାବେ ଶିକ୍ଷକ ଆଶେଷ ମହାକୁଡ଼ ଯୋଗଦାନ କରିଥିବାବେଳେ ମହାନଦୀ ସଙ୍ଗଠନ ତରଫରୁ କ୍ଷୀର ସାଗର ବିଭାର ମଞ୍ଚାସୀନ ରହି ପରିବେଶ ସମ୍ୱନ୍ଧରେ ଆଲୋଚନା ସହ ଜଳ ପ୍ରଦୂଷଣ, ମଞ୍ଜି ସଂଗ୍ରହ ପୁର୍ବକ ଚାରା ରୋପଣ ଉପରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପାଣି ପିଇ ଫିଙ୍ଗା ଯାଉଥିବା ଖାଲି ପାଣି ବୋତଲରେ ଅଦରକାରୀ ପଲିଥିନ ଭର୍ତ୍ତି କରି ପଲିଥିନ ବ୍ରିକ୍ସ ତିଆରି କରି ବିଭିନ୍ନ ଖେଳଣା ଓ ଇକୋ ପାର୍କ ନିର୍ମାଣ କରିବା ସହ ଏକ ପଲିଥିନ ମୁକ୍ତ ଭାରତ ନିର୍ମାଣରେ ଭାଗିଦାରୀ ନିଭାଇବା ପାଇଁ ଶିକ୍ଷର୍ଥୀ ମାନଙ୍କୁ ବୁଝାଇ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.