ନାକଡେଇଁ ଦେଉଳ ପୁଷ୍କରିଣୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ମହାନଦୀ ଯୁବ ସଙ୍ଗଠନ ଓ ନାଗେଶ୍ଵର ଯୁବକ ସଂଘ ନାକଡେଇଁ ର ମିଳିତ ଆନୁକୂଲ୍ୟରେ ନାକଡେଇଁ ନାଗେଶ୍ୱର ମନ୍ଦିର ପୁଷ୍କରିଣୀ ହିଡ଼ରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନିମ୍ବ,ବେଳ,ବର,ପିଜୁଳି,ଡ଼ୁମ୍ବେର ଆଦି ବୃକ୍ଷ ରୋପଣ ସହ ପରିବେଶ ଓ ଜଳବାୟୁ ସଚେତନ ସମ୍ୱନ୍ଧୀୟ ପ୍ଲାଇକାର୍ଡ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ନାଗେଶ୍ୱର ଯୁବକ ସଂଘ ର ପ୍ରତିଷ୍ଠାତା ତଥା ପ୍ରକୃତି ବନ୍ଧୁ ହୃଷିକେଶ ଦେହେରୀ ସହ ବ୍ୟାସ ଜାନି, ଆଦେଶ ଥନାପତି, ହୃଷି ପଧାନ,ସ୍ୱାଗତ ଦେହେରୀ,ଶିତିକଣ୍ଠ ଥନାପତି, ସିକୁନ ଥନାପତି, ବିନୋଦ ଥନାପତି ସହ ପ୍ରକୃତି ମିତ୍ର ମହାନଦୀ ଯୁବ ସଙ୍ଗଠନ ର କ୍ଷିର ସାଗର ବିଭାର,ସୀତାରାମ ଦାସ, ଯୋଗେଶ୍ଵର ମେହେର ଆଦି ସଭ୍ୟ କାର୍ଯ୍ୟକ୍ରମ ରେ ଭାଗନେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.