ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩: ଗଙ୍ଗୁବାଇ କାଠିଆବାଡ଼ି ପାଇଁ ଆଲିଆ ଓ ଥାଲାଇବି ପାଇଁ କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଗୁରୁବାର ୨୪ ଅଗଷ୍ଟ ଦିନ ଘୋଷଣା କରାଯାଇଛି। ୬୯ ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ଭାରତୀୟ ସିନେମାର ବିଭିନ୍ନ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ଏଥର ହିନ୍ଦୀ ସିନେମା ସହିତ ଆଞ୍ଚଳିକ ସିନେମାର ପ୍ରଭାବ ଅଧିକ ରହିଛି। କଙ୍ଗୁବାଇ କାଠିଆବାଡ଼ି ଫିଲ୍ମ ପାଇଁ ଆଲିଆ ଭଟ୍ଟ ଓ ଥାଲାଇଭି ଫିଲ୍ମ ପାଇଁ କଙ୍ଗନା ରାଣାୱତଙ୍କୁ ସର୍ବଶ୍ରେଷ୍ଟ ଅଭିନେତ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି। ସେହିପରି ମାଲାୟାଲମ ସିନେମା ‘ନାୟାତ୍ତୁ’ ଅଭିନେତା ଜୋଦୁ ଜର୍ଜଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପାଇଁ ଚୟନ କରାଯାଇଛି। ସେହିପରି ଆର୍ ମାଧବନଙ୍କ ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ରକେଟ୍ରୀକୁ ବେଷ୍ଟ ଫିଚର ଫିଲ୍ମ ପୁରସ୍କାର ପାଇଁ ଚୟନ କରାଯାଇଛି। ନାଟୁ ନାଟୁ ଗୀତର ସଂଗୀତ ନିର୍ଦ୍ଦେଶକ ଓସ୍କାର ୱିନର ଏମ୍‌ଏମ୍‌ କୀରବାଣୀଙ୍କୁ ସର୍ବଶ୍ରେଷ୍ଟ ସଂଗୀତ ନିର୍ଦ୍ଦେଶକ ଭାବେ ଚୟନ କରାଯାଇଛି।

Omkar Vasthu
Omkar Vasthu

କାହାକୁ କେଉଁ ବର୍ଗରେ ପୁରସ୍କାର ମିଳିଲା ଜାଣନ୍ତୁ

Pearl dental clinic
Near Ashish Medical Store, Bhawanipatna

ଜାତୀୟ ଏକତା ସମ୍ବଳିତ ସିନେମା ପାଇଁ ବେଷ୍ଟ ନରଗିସ ଦତ୍ତ ଆୱାର୍ଡ ମିଳିଛି- କାଶ୍ମୀର ଫାଇଲଲ୍ସକୁ।
୧.ସେହିପରି ସର୍ବଶ୍ରେଷ୍ଟ ଲୋକପ୍ରିୟ ସିନେମା RRR
୨. ସର୍ବଶ୍ରେଷ୍ଠ ଫିଚର ଫିଲ୍ମ- ରକେଟ୍ରୀ, ଦ ନାମ୍ବୀ ଇଫେକ୍ଟ
୩. ସର୍ବଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ- ପୁଷ୍ପା ଓ ଆର୍‌ଆର୍‌ଆର୍
୪.ସର୍ବଶ୍ରେଷ୍ଠ ମେକଅପ ଆର୍ଟିଷ୍ଟ- ଗଙ୍ଗୁବାଇ କାଠିଆବାଡ଼ି
୫. ସର୍ବଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର-ସରଦାର ଉଧମ ସିଂହ
୬. ସର୍ବଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନର –ସରଦାର ଉଧମ ସିଂହ୭. ସର୍ବଶ୍ରେଷ୍ଠ ଏଡିଟିଂ- ଗଙ୍ଗୁବାଇ କାଠିଆବାଡ଼ି
୮. ସର୍ବଶ୍ରେଷ୍ଠ ସିନେମାଟୋଗ୍ରାଫୀ- ସରଦାର ଉଧମ ସିଂହ
୯. ସର୍ବଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ୍- ପଲ୍ଲବୀ ଯୋଶୀ(ଦ କାଶ୍ମୀର ପାଇଲ୍ସ)
୧୦.ସର୍ବଶ୍ରେଷ୍ଟ ସପୋର୍ଟିଂ ଆକ୍ଟର- ପଙ୍କଜ ତ୍ରିପାଠୀ(ମିମି)
୧୧. ସର୍ବଶ୍ରେଷଅଠ ଶିଶୁ କଳାକାର ଭାବନି ରବାରୀ(ଛେଲୋ ଶୋ)
୧୨ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ(ଗଙ୍ଗୁବାଇ କାଠିଆବାଡ଼ି,) କୃତି ସେନନ(ମିମି), ୧୩. ଶ୍ରେଷ୍ଠ ଅଭିନେତା ଅଲ୍ଲୁ ଅର୍ଜୁନ(ପୁଷ୍ପା ଦ ରାଇଜ୍)
୧୪.ଶ୍ରେଷ୍ଠ ନିର୍ଦ୍ଦେଶକ ନିଖିଲ ମହାଜନ( ଗୋଦାବରୀ ଦ ହୋଲି ୱାଟର)

Udyog Nursery
Udyogi Nursery

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶେର ଶାହକୁ ସ୍ପେଶାଲ ଜୁରି ପୁରସ୍କାର ମିଳିଥିବା ବେଳେ ଫିଚର ଫିଲ୍ମ ବର୍ଗରେ ବେଷ୍ଟ ଆକ୍ସନ ଡାଇରେକ୍ସ ଆୱାର୍ଡ RRR(ଷଣ୍ଟ କୋରିଓଗ୍ରାଫର କିଂ ସୋଲମନ), ବେଷ୍ଟ କୋରିଓଗ୍ରାଫୀ RRR(କୋରିଓ ଗ୍ରାଫର ପ୍ରେମ ରକ୍ଷିତ), ବେଷ୍ଟ ସ୍ପେଶାଲ ଇଫେକ୍ଟ RRR (ସ୍ପେଶାଲ୍ ଇଫେକ୍ଟ କ୍ରିଏଟର ଶ୍ରୀନିବାସ ମୋହନ)

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩: ବେଷ୍ଟ ଫିଚର ଫିଲ୍ମ ବର୍ଗରେ

ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର – ସର୍ଦ୍ଦାର ଉଧାମ ସିଂ।
ଶ୍ରେଷ୍ଠ ଗୁଜୁରାଟୀ ଚଳଚ୍ଚିତ୍ର – ଚେଲୋ ଶୋ।।
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର –  ୭୭୭ ଚାର୍ଲି ।
ଶ୍ରେଷ୍ଠ ମୈଥିଳି ଚଳଚ୍ଚିତ୍ର – ସାମନ୍ତରାୟ।
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର – ଏକଦା କେ ଜାଲା ।
ଶ୍ରେଷ୍ଠ ଓଡ଼ିଆ ସିନେମା – ପ୍ରତୀକ୍ଷା।
ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର – ହୋମ।
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର – କାଦାଇସି ଭିଭାସାଇ।
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର – ଉପ୍ପେନା ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩: ବେଷ୍ଟ ଫିଚର ନନ୍ ଫିଚର ଫିଲ୍ମ

ବେଷ୍ଟ ନେରେସନ ଭଏସ ଓଭର ଆର୍ଟିଷ୍ଟ- କୁଳଦା କୁମାର ଭଟ୍ଟାଚାର୍ଜ୍ୟ।
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା – ଇଶାନ୍ ଦିବେଚା।
ଶ୍ରେଷ୍ଟ ଏଡିଟିଂ – ଓଭୋର ବାନାର୍ଜୀ (ଇଫ୍ ମେମୋରୀ ସର୍ଭ ମି ରାଇଟ୍‌)

ଏମାନଙ୍କୁ ବି ମିଳିଲା ପୁରସ୍କାର

ବେଷ୍ଟ ଡେବ୍ୟୁ ଫିଲ୍ମ ପାଇଁ ଇନ୍ଦିରା ଗାନ୍ଧୀ ଆୱାର୍ଡ- ମେପ୍ପାଡିଆନ(ବିଷ୍ଣୁ ମୋହନ)
ସାମାଜିକ ପ୍ରସଙ୍ଗକୁ ନେଇ ଶ୍ରେଷ୍ଠ ଫିଲ୍ମ- ଅନୁନାଦ- ଦି ରିଜୋନାନ୍ସ
ପରିବେଶ ସଂରକ୍ଷଣ ଉପରେ ଶ୍ରେଷ୍ଠ ସିନେମା- ଆବାସବ୍ୟୁହମ
ଶ୍ରେଷ୍ଠ ଶିଶୁ ଚଳିଚ୍ଚିତ୍ର- ଗାନ୍ଧୀ ଆଣ୍ଡ କୋ
ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ(ଅରିଜିନାଲ)- ଶାହୀ କବୀର, ନୟାତ୍ତୁ
ଶ୍ରେଷ୍ଠ ସ୍କ୍ରିନପ୍ଲେ(ଆଡାପସନ)- ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ସଞ୍ଜୟ ଲୀଲା ଭନସାଲୀ ଓ ଉତ୍କର୍ଷିନୀ ବଶିଷ୍ଠ ।
ଶ୍ରେଷ୍ଠ ସଂଳାପକାର- ଉତ୍କର୍ଷିନୀ ବଶିଷ୍ଠ ଓ ପ୍ରକାଶ କାପାଡ଼ିଆ(ଗଙ୍ଗୁବାଇ କାଠିଆୱାଡ଼ି)।
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ(ଗୀତ)- ଦେବୀ ଶ୍ରୀ ପ୍ରସାଦ(ପୁଷ୍ପା)
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା(ପ୍ରଚ୍ଛଦପଟ ସଂଗୀତ)- ଏମ୍‌ଏମ୍ କୀରବାଣୀ ଆର୍‌ଆର୍‌ଆର୍‌।
ଶ୍ରେଷ୍ଠ ପ୍ଲେ ବ୍ୟାକ୍ ସିଙ୍ଗର- କାଳ ଭୈରବ(ଆର୍‌ଆର୍‌ଆର୍‌)
ଶ୍ରେଷ୍ଠ ମହିଳା ପ୍ଲେ ବ୍ୟାକ୍ ସିଙ୍ଗର- ଶ୍ରେୟା ଘୋଷାଲ(ଇରାଭିନ ନିଝାଲ ଫିଲ୍ମ)
ଶ୍ରେଷ୍ଟ ଗୀତ- ଚନ୍ଦ୍ରବୋଷ (କୋଣ୍ଡା ପୋଲମା ଫିଲ୍ମର ଢମ୍ ଢମ୍‌ ଢମ୍ ଗୀତ)



 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.