ବଲାଂଗିର,୨୩/୫ : ଆଜି ଚାଲିଛି ଚଳିତ ବର୍ଷର ନିର୍ବାଚନ ଫଳାଫଳ ପାଇଁ ଭୋଟଗଣତି । ବଲାଂଗିରରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଚାଲିଥିବା ଗଣତି ପ୍ରକ୍ରିୟାର ପ୍ରଥମ ରାଉଣ୍ଡରେ ବଲାଂଗିର ଲୋକସଭା ଆସନରେ ବିଜେବି ଆଗୁଆ ରହିଛି । ସେହିପରି ବଲାଂଗିର ବିଧାନସଭା ଅାସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ଥିବାବେଳେ ପାଟଣାଗଡରେ ବିଜେଡି ଆଗୁଆ ରହିଛି ।