ସଯତନ ର ମୁହଁରୁ ତମର
ଟପ୍ ଟପ୍ ହେଇ
ଝରି ପଡୁଥିବା
ଖରା ର ଆଲୁଅ ସବୁ
ଗୋଟେଇବାରସାହସ
ଯୁଟେଇ ପାରେନି
ଯେହେତୁ_ତମେ କ୍ରମଶଃ
ତରଳୁ ଥିବା ନୁହଁ
ବରଂ ଖରା ପରି
ତୀବ୍ର॥
କୋଲନରା, ଜିଲ୍ଲା : ରାୟଗଡା
ମୋ – ୮୯୧୭୩୨୪୫୨୫
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇