କବିତା : ଖରାପ ଲାଗୁଛି

ଖରାପ ଲାଗୁଛି

ସୁଧାଂଶୁ ଶେଖର ପାତ୍ର

ଭାଵ ନାହିଁ
ମୁଁ ତମର ଅନୁଗାମୀ
ସବୁଵେଳେ ଅନୁକରଣ କରୁଛି
ତମ ଦ୍ଵାରା ହୋଇଥିବା
ଯାଵତୀୟ ଘଟଣାବଳୀକୁ।

ନିଜକୁ ନିଜେ
ମହାନ୍ ଵୋଲି ଘୋଷୁଥାଅ
ଲୋକେ ଗ୍ରହଣ ନ କରନ୍ତୁ ପଛକେ
ଖୁସିରେ ଫାଟି ପଡ଼, ନାଚ
ଗାଅ ଆଉ ମସ୍ତି କର।
ଵଦ୍ ନାମୀ ତାଲିକାରେ
ନାଆଁଟି ଆଗରେ ଅଛି
ଯେଉଁଠିକୁ ଯାଉଛି
ଦେଖୁଛି, ତମ ଉପରେ
ଛେପର ପରଳ ପଡୁଛି।

ଲାଜ ସରମର କଥା
ମୁହଁ ଦେଖେଇ ପାରୁଛ
ଖରାପ ଲାଗୁଛି।

sudhanshupatra@rocketmail.com

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.