କାଳବୈଶାଖୀରେ ଉଡିଲା ଘରର ଛାତ : ଅସହାୟ ଅବସ୍ଥାରେ ଅଛନ୍ତି ଲକ୍ଷ୍ମୀ ବେୱା

ଧର୍ମଗଡ/ଜୟପାଟଣା,୨୮/୫ : କିଛି ଦିନ ହେଲା କାଳବୈଶାଖୀର ତାଣ୍ଡବରେ ଭିତତ୍ରସ୍ଥ ହୋଇପଡିଛନ୍ତି କଳାହାଣ୍ଡି ଜନତା । କିଏ କିଛି ବୁଝିବା ଆଗରୁ ହଟାତ ଆସି ଜନଜୀନକୁ ନଷ୍ଟକରି ଆତଙ୍କର ବାତାବରଣ ସୃଷ୍ଟିକରି ଚାଲିଯାଉଛି କାଳବୈଶାଖୀ । ଜିଲ୍ଲାର ୧୩ଟି ଯାକ ବ୍ଲକରେ କାଳବୈଶାଖୀ ତା’ର ଉତ୍ପାତ ଜାରି ରଖିଥିବାବେଳେ ଗତକାଳି  ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରରେ ପ୍ରଭୂତ କ୍ଷୟ କ୍ଷତି କରିଛି । ବ୍ଲକର ଉଛୁଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଘଣ୍ଟିଗୁଡ଼ା ଗ୍ରାମର ଲକ୍ଷ୍ମୀ ବେୱାଙ୍କ ଘରର ଛାତ (ଆଜବେଷ୍ଟସ୍ ) ଏହିରି ପ୍ରଭାବରେ ଉଡିଯାଇ ନଷ୍ଟ ହୋଇଯାଇଛି । ଲକ୍ଷ୍ମୀ ଜଣେ ଅସହାୟ ବିଧବା ସ୍ତ୍ରୀ ଲୋକ ଏବଂ ତାଙ୍କର ଦୁଇ ଛୋଟ ପୁଅ ସହ କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ।

Omkar Vasthu
Omkar Vasthu

 

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Udyog Nursery
Udyogi Nursery

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.