ତମ କେଶ ର ଅରଣ୍ୟରେ
ବାଟ ଭୁଲା ବାଟୋଇ ର
ପାଦ ଶଦ୍ଦ ଏବେ ବି ଶୁଭୁଛି ॥
କେବେ ନା’କେବେ
କେଉଁଠି ନା,କେଉଁଠି
ତମ ସହ ଭେଟ_
ତମେ ଗୀତ ପରି
ନା’
ଗୀତ ତମ ପରି !!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା,ରାୟଗଡା
ମୋ – ୮୯୧୭୩୨୪୫୨୫
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇