ନାଗେଶ୍ୱର ରାଓ ହେଲେ କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ସଭାପତି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି କାଡ୍ରାକା ଆପୁଲସ୍ୱାମି ସଦର ମୋହକୁମା ଠାରେ ସାରା ଜିଲ୍ଲାର ଏଗାର ଗୋଟି ବ୍ଲକ ଓ ଦୁଇଟି ମୁନିସିପାଲିଟି ସମେତ ଗୋଟିଏ ଏନଏସିରେ ପାର୍ଟିକୁ ସୁଦୃଢ କରିବା ନେଇ ସମସ୍ତ ଚଉଦ ଗୋଟି ସଭାପତି ଚୟନ କରିଛନ୍ତି | ସେଥି ମଧ୍ୟରେ ପୁଣି ଥରେ ସି ଏଶ୍ଚ ଶ୍ରୀ ନାଗେଶ୍ୱର ରାଓଙ୍କୁ କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ଦଳର ସଭାପତି ରୂପେ ଚୟନ କରିଛନ୍ତି | ଏହି ପରିପେକ୍ଷୀରେ ଶ୍ରୀ ରାଓ ଜିଲ୍ଲା ସଭାପତି ଓ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି | ଏଥି ସହ ନିଜ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା ନେଇ ଘୋଷଣା କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.